Samasa Odia Grammar MCQ || ସମାସ ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

Samasa Odia Grammar MCQ || ସମାସ ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

 

Samasa Odia Grammar MCQ || ସମାସ ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

Whatsapp Group
Telegram channel

1 / 182

କେଉଁଟି ଭିନ୍ନ ଅଟେ ?

2 / 182

‘ ଆକଣ୍ଠ’ - ଏହା କେଉଁ ସମାସ ଅଟେ ?

3 / 182

‘ରେଳଗାଡି’ - ଏହାର ଠିକ ସମାସଟି କ'ଣ ?

4 / 182

ନିମ୍ନୋକ୍ତ ମଧ୍ୟରୁ କିଏ ‘ଅଲୁକ୍ ସମାସ’ ଅଟେ ?

5 / 182

‘ହାଣ୍ଡିରନ୍ଧା’ – ଏହାର ବ୍ୟାସବାକ୍ୟ କ’ଣ ?

6 / 182

‘ଅନାବିଳ’–ଏହା କି ସମାସ ଅଟେ ?

7 / 182

ଯେଉଁ ପଦଗୁଡିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦ ଗୁଡିକ କ’ଣ ?

8 / 182

ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

9 / 182

ଲୁଣି ଅଟେ ଯେଉଁ ମାଛ ତାହା ପାଟିକୁ ସୁଆଦିଆ ଲାଗେ । ରେଖାଙ୍କିତ ପଦ ବଦଳରେ ଠିକ୍ ସମସ୍ତପଦଟିକୁ ବସାଅ ।

10 / 182

ଭିନ୍ନଧର୍ମୀ ଶବ୍ଦଟି ଅଲଗା କର ।

11 / 182

‘ପ୍ରତିକୂଳ’ ଏହାର ବିଗ୍ରହବାକ୍ୟଟି ହେଉଛି -

12 / 182

‘ପଦ୍ମ ନାଭିରେ ଯାହାର’ - ଏହାର ସମସ୍ତ ପଦଟି କ’ଣ ?

13 / 182

କେଉଁଟି ଅଲଗା ?

14 / 182

‘ଆଜୀବନ’– ଏହା କେଉଁ ସମାସର ଉଦାହରଣ ?

15 / 182

‘ମରାମରି’ – ଏହା କେଉଁ ବହୁବ୍ରୀହି ସମାସର ଉଦାହରଣ ?

16 / 182

‘ସତୀର୍ଥ’ – ଏହାର ସମାସଟି କ’ଣ ?

17 / 182

‘ବିରୂପାକ୍ଷ’ - ଏହା କେଉଁ ସମାସର ଅନ୍ତର୍ଭୁକ୍ତ ?

18 / 182

କେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଏ ?

19 / 182

‘ସୁନାମୁଦି’ ଏହାର ସମାସଟି କ’ଣ ?

20 / 182

କାକ ପରି କୃଷ୍ଣ – ଏହା କେଉଁ ସମାସର ବିଗ୍ରହ ବାକ୍ୟ ?

21 / 182

‘ରାଜର୍ଷି’ - ଏହାର ବିଗ୍ରହ ବାକ୍ୟଟି କ’ଣ ?

22 / 182

‘କୁଳବୁଡା’ ଏହାର ସମାସ ନାମ ଲେଖ ।

23 / 182

‘ଅପରାହ୍ଣ’ ଏହାର ସମାସଟିର ନାମ ଲେଖ।

24 / 182

‘ବିଦେଶାଗତ’ କେଉଁ ସମାସ ଅଟେ ?

25 / 182

କେଉଁ ସମାସର ସମସ୍ତ ପଦରେ ପୂର୍ବ ପଦର ବିଭକ୍ତି ଲୋପପାଏ ?

26 / 182

‘କାପୁରୁଷ’ – ଏହାର ବ୍ୟାସବାକ୍ୟ କ’ଣ ?

27 / 182

ବିଗ୍ରହ ବାକ୍ୟକୁ କ’ଣ କହନ୍ତି ?

28 / 182

ସମାସ ନିଷ୍ପନ୍ନ ପଦକୁ କ’ଣ କୁହାଯାଏ ?

29 / 182

‘ସମାନ ଉଦରରୁ ଜନ୍ମ ଯାହାର’ – ସମସ୍ତ ପଦଟି କ’ଣ ହେବ ?

30 / 182

କେଉଁଟି ନିତ୍ୟ ସମାସର ଉଦାହରଣ ବାଛ ।

31 / 182

ଛାରପୋକ - ସମାସର ନାମ ଲେଖ ।

32 / 182

ଯେଉଁଠାରେ ସମାସ ବାକ୍ୟ ନଥାଇ ସମାସ ହୁଏ, ତା' କୁ କି ସମାସ କୁହାଯାଏ ?

33 / 182

ପ୍ରତିକୂଳ – ସମାସର ନାମ ଲେଖ ?

34 / 182

ଅତିଶୟ ଘଞ୍ଚ – ସମସ୍ତ ପଦଟି ଲେଖ ।

 

35 / 182

ଯଥାଶକ୍ତି – ବ୍ୟାସବାକ୍ୟଟି ଲେଖ ।

36 / 182

ଅନୁଗମନ – ସମାସର ନାମ ଲେଖ ।

37 / 182

ଦୋମୁଣ୍ଡିଆ – ସମାସର ନାମ ଲେଖ ।

38 / 182

ରୂପକ ଯୋଗ୍ୟ – ସମସ୍ତ ପଦଟି କ’ଣ ହେବ ?

39 / 182

ଆଜୀବନ – ବିଗ୍ରହବାକ୍ୟଟି କ’ଣ ହେବ ?

40 / 182

ଭିକ୍ଷାର ଅଭାବ – ସମସ୍ତ ପଦଟି କ’ଣ ହେବ ?

41 / 182

ପ୍ରତିଦିନ – ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।

42 / 182

ଅଷ୍ଟବକ୍ର– ସମାସର ନାମ ଲେଖ ?

43 / 182

ସୁହୃଦୟ ଯାହାର – ସମସ୍ତପଦଟି କ’ଣ ହେବ ?

44 / 182

ଧରାଧରି -ସମାସର ନାମ ଲେଖ ।

45 / 182

କେଶାକେଶି – ବ୍ୟାସବାକ୍ୟଟି ଲେଖ ।

46 / 182

ଏକ ଜାତୀୟ କ୍ରିୟାରେ ପରସ୍ପର ବ୍ୟାପୃତ ଥିବା ବୁଝାଇଲେ କି ସମାସ ହୁଏ ?

47 / 182

ଗଜଗମନା – ବ୍ୟାସବାକ୍ୟଟି ଲେଖ ।

48 / 182

ଯେଉଁ ବହୁବ୍ରୀହି ସମାସରେ ଉପମାନ ପୂର୍ବପଦ ଓ ଉପମେୟ ପରପଦ ହୋଇଥା’ନ୍ତି ଏବଂ ସମସ୍ତପଦରେ ଉପମାନର ଅଂଶବିଶେଷ ଲୋପ ପାଇଥାଏ, ତା’କୁ କି ବହୁବ୍ରୀହି କୁହାଯାଏ ?

49 / 182

ସମାନ ଗୋତ୍ର– ସମସ୍ତ ପଦଟି କ’ଣ ହେବ ?

50 / 182

‘ସମାନ’ ଶବ୍ଦ ସହିତ ବହୁବ୍ରୀହି ସମାସ ହେଲେ ‘ସମାନ’ ସ୍ଥାନରେ କ’ଣ ହୁଏ ?

51 / 182

ସବିନୟ – ସମାସର ନାମ ଲେଖ ?

52 / 182

ସସ୍ତ୍ରୀକ – ବ୍ୟାସବାକ୍ୟଟି କ’ଣ ହେବ ?

53 / 182

ଶିଷ୍ୟ ସହିତ ଅଛନ୍ତି ଯେ – ସମସ୍ତ ପଦଟି କ’ଣ ହେବ ?

54 / 182

ଅନ୍ୟପଦ ସହିତ ‘ସହ’ ଶବ୍ଦ ଯେଗାରେ ଯେଉଁ ବହୁବ୍ରୀହି ସମାସ ହୁଏ ତାହାକୁ କି ସମାସ କୁହାଯାଏ ?

55 / 182

ନିରାକାର – ସମାସର ନାମ ଲେଖ ।

56 / 182

ଅଗାଧ – ବ୍ୟାସବାକ୍ୟଟି ଲେଖ ।

57 / 182

ନାହିଁ କାର ଯାହାର – ସମସ୍ତ ପଦଟି ଲେଖ ।

58 / 182

ନାହିଁ ପତ୍ନୀ ଯାହାର –ସମସ୍ତ ପଦଟି ବାଛ ।

59 / 182

ଯେଉଁଠାରେ ନାସ୍ତିକବାଚକ ଶବ୍ଦ ପୂର୍ବପଦ ହୋଇ ବହୁବ୍ରୀହି ସମାସ ହୁଏ ତାକୁ କି ସମାସ କୁହାଯାଏ ?

60 / 182

ଅଳ୍ପବୟସ୍କ – ବ୍ୟାସବାକ୍ୟଟି କ’ଣ ହେବ ?

61 / 182

ପୁଣ୍ଡରୀକ ଅକ୍ଷି ଯାହାର - ସମସ୍ତ ପଦଟି କ’ଣ ହେବ ?

62 / 182

କେଉଁ ସମାସରେ ‘ଅକ୍ଷି’ ଶବ୍ଦ ସମସ୍ତପଦରେ ‘ଅକ୍ଷ’ ରେ ପରିଣତ ହୁଏ ?

63 / 182

ଯେଉଁ ସମାସରେ ସମସ୍ତପଦ ସମସ୍ୟମାନ, ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ, ତାକୁ କି ସମାସ କୁହାଯାଏ ?

64 / 182

ପଞ୍ଚବଟୀ – ଶୁଦ୍ଧ ବ୍ୟାସବାକ୍ୟଟିକୁ ବାଛ ।

65 / 182

ତିନି ଫଳର ସମାହାର – ସମସ୍ତପଦଟି କ’ଣ ହେବ ?

66 / 182

ଚଉପଦୀ - ସମାସର ନାମ ଲେଖ ।

67 / 182

ହରିହର – ବିଗ୍ରହ ବାକ୍ୟଟି ଲେଖ ।

68 / 182

ଦମ୍ପତି – ସମାସର ନାମ ଲେଖ ।

69 / 182

ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟପଦର ମିଳନରେ ଯେଉଁ ସମାସ ହୁଏ, ତାକୁ କି ସମାସ କୁହାଯାଏ ?

70 / 182

କାପୁରୁଷ – ସମାସର ନାମ ଲେଖ ?

71 / 182

କୁତ୍ସିତ ଅଟେ ଆକାର – ସମସ୍ତପଦଟି କ’ଣ ହେବ ?

72 / 182

. ଗ୍ରାମନ୍ତର - ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।

73 / 182

ବରଗଛ - ସମାସର ନାମ ଲେଖ ।

74 / 182

ଘୃତ ମିଶ୍ରିତ ଅନ୍ନ – ସମସ୍ତ ପଦଟି କ’ଣ ହେବ ?

75 / 182

ଅଧରବିମ୍ବ – ସମାସ ନାମ ଲେଖ ।

76 / 182

ନରସିଂହ – ବ୍ୟାସବାକ୍ୟଟି ବାଛି ଲେଖ ।

77 / 182

ତୁଷାର ଧବଳ – ସମାସର ନାମ ଲେଖ

78 / 182

ଘନଶ୍ୟାମ - ବ୍ୟାସବାକ୍ୟଟି ଲେଖ ।

79 / 182

ଶୋକସାଗର - ବ୍ୟାସବାକ୍ୟ କ’ଣ ହେବ ?

80 / 182

ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇ ସମାନ ହେଲେ ତାକୁ କି ସମାସ କୁହାଯାଏ ?

81 / 182

ପୁତ୍ରମଣି - ସମାସର ନାମ ଲେଖ ।

82 / 182

ଉପମେୟ ଓ ଉପମାନ ମଧ୍ୟରେ ଥିବା ସମାନ ଗୁଣଧର୍ମକୁ କ’ଣ କହନ୍ତି ?

83 / 182

ଉପମେୟ ସହିତ ଯାହାର ତୁଳନା କରାଯାଏ ତା’କୁ କ’ଣ କହନ୍ତି ?

84 / 182

ନରଶ୍ରେଷ୍ଠ – ସମାସର ନାମ ଲେଖ ।

85 / 182

କର୍ମଧାରୟ ସମାସର ସମସ୍ତ ପଦରେ କେଉଁ ପଦର ଅର୍ଥର ପ୍ରାଧାନ୍ୟ ରହେ ?

86 / 182

ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ ତାକୁ କି ସମାସ କୁହାଯାଏ ?

87 / 182

ଯୁଧୁଷ୍ଠିର – ସମାସ ନାମଟି ଲେଖ ।

88 / 182

ଅନ୍ତେ ବାସ କରେ ଯେ – ସମସ୍ତ ପଦଟି ବାଛି ଲେଖ ।

89 / 182

ବନେଚର – ବିଗ୍ରହ ବାକ୍ୟଟି କ’ଣ ହେବ ?

90 / 182

ଯେଉଁ ସମାସରେ ସମସ୍ତପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହି, ତାକୁ କି ସମାସ କହନ୍ତି ?

91 / 182

ଜଳଦ – ସମାସର ନାମ ଲେଖ ।

92 / 182

କୁଳବୁଡା– ଶୁଦ୍ଧ ବ୍ୟାକବାକ୍ୟଟି ବାଛ ।

93 / 182

ଉପପଦ ସହିତ ଧାତୁ ଅଥବା କ୍ରିୟା ନିଷ୍ପନ୍ନ ଅନ୍ୟ ପଦର ଯେଉଁ ସମାସ ହୁଏ ତାକୁ କି ସମାସ କୁହାଯାଏ ?

94 / 182

ଅପାଠୁଆ - ସମାସର ନାମ ଲେଖ ।

95 / 182

ଅଣହଳଦିଆ - ବ୍ୟାସବାକ୍ୟଟିକୁ ବାଛି ଲେଖ ।

96 / 182

‘ନ’ ବର୍ଣ୍ଣ ପରେ ବ୍ୟଞ୍ଜନ ବର୍ଣ୍ଣଥିଲେ ‘ନ’ ସ୍ଥାନରେ କ’ଣ ହୁଏ ?

97 / 182

‘ନ’ ବର୍ଣ୍ଣ ପରେ ସ୍ଵରବର୍ଣ୍ଣ ଥିଲେ ‘ନ’ - ସ୍ଥାନରେ କ’ଣ ହୁଏ ?

98 / 182

ତତ୍‌ପୁରୁଷ ସମାସରେ ନିଷେଧ ଅର୍ଥରେ କେଉଁ ସମାସ ହୁଏ ?

99 / 182

ଅରଣ୍ୟରୋଦନ – ସମାସର ନାମ ଲେଖ ।

100 / 182

ଛାଗଦୁଗ୍‌ଧ - ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।

101 / 182

ରାଜପଥ - ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।

102 / 182

ଚନ୍ଦ୍ରର ଅର୍ଥ – ସମସ୍ତ ପଦଟି କ’ଣ ହେବ ?

103 / 182

ରୋଗମୁକ୍ତ – ବ୍ୟାସବାକ୍ୟଟି ବାଛ ।

104 / 182

ପୁତ୍ର ନିମିତ୍ତ ଶୋକ – ସମସ୍ତ ପଦଟିକୁ ବାଛ ?

105 / 182

ଶୋକାକୁଳ – ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।

106 / 182

ଧନପ୍ରାପ୍ତ – ସମାସର ନାମ ଲେଖ ।

107 / 182

କାହାକୁ ଅନ୍ୟ ପଦ ପ୍ରଧାନ ସମାସ କୁହାଯାଏ ?

108 / 182

କେଉଁଟି ଉଭୟ ପଦ ପ୍ରଧାନ ସମାସ ଅଟେ ?

109 / 182

କେଉଁଟି ଉତ୍ତରପଦ ପ୍ରାଧନ ସମାସ ଅଟେ ?

110 / 182

ନିମ୍ନପ୍ରଦତ୍ତ ମଧ୍ୟରୁ କେଉଁଟି ପୂର୍ବପଦ ପ୍ରଧାନ ସମାସ ଅଟେ ?

111 / 182

ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?

112 / 182

ପରସ୍ପର ସମ୍ବନ୍ଧ ଥୁବା ଦୁଇ ବା ତତୋଧ୍ଵକ ପଦକୁ ଏକପଦରେ ପରିଣତ କରିବାକୁ କ’ଣ କୁହାଯାଏ ?

113 / 182

‘ପୋକଶୁଙ୍ଘା’ – ଏହା କି ପ୍ରକାର ସମାସ ?

114 / 182

‘ସୁନାମୁଦି’ – ଏହାର ବିଗ୍ରହ ବାକ୍ୟ କ’ଣ ହେବ ?

115 / 182

ନିମ୍ନୋକ୍ତ ମଧ୍ଯରୁ କିଏ ‘ନିତ୍ୟ ଅର୍ଥ’ ପ୍ରଧାନ ସମାସ ଅଟେ ।

116 / 182

‘ବୋଲକରା’ - ଏହା କି ପ୍ରକାର ସମାସ ?

117 / 182

ଶକ୍ତିକୁ ଅତିକ୍ରମ ନ କରି – ଏକ ପଦ କଲେ କ’ଣ ହେବ ?

118 / 182

ପୂର୍ବ ଓ ପରପଦ ବ୍ୟତୀତ ଅନ୍ୟ ଏକ ପଦର ଅର୍ଥର ପ୍ରାଧାନ୍ୟ ରହିଲେ କି ସମାସ ହୁଏ ?

119 / 182

ଉଭୟ ପଦର ଅର୍ଥର ପ୍ରାଧାନ୍ୟ ରହିଲେ କି ସମାସ ହୁଏ ?

120 / 182

ସମାନ ପତି ଯାହାର – ଏକପଦ କଲେ କ’ଣ ହେବ ?

121 / 182

ଭିନ୍ନଧର୍ମୀ ଶବ୍ଦଟି କିଏ ?

122 / 182

ଭିନ୍ନଧର୍ମୀ ଶବ୍ଦଟି କିଏ ?

123 / 182

ନିମ୍ନରୁ ଭିନ୍ନଧର୍ମୀ ଶବ୍ଦଟି ବାଛ ।

124 / 182

ଭଗାରିହସା – ଏହାର ଉପଯୁକ୍ତ ବିଗ୍ରହ ବାକ୍ୟଟି କିଏ ?

125 / 182

ଘନଶ୍ୟାମ – ଉପଯୁକ୍ତ ବିଗ୍ରହ ବାକ୍ୟଟି କିଏ ?

126 / 182

କେଉଁଟି ଭିନ୍ନ ?

127 / 182

ନିମ୍ନ ପଦମାନଙ୍କ ଭିତରୁ କେଉଁଟି ଅଲଗା ?

128 / 182

ନିମ୍ନଲିଖତ ପଦମାନଙ୍କ ଭିତରୁ କେଉଁଟି ଭିନ୍ନ ?

129 / 182

ନିମ୍ନଲିଖତ ସମସ୍ତ ପଦ ଭିତରୁ କେଉଁଟି ଭିନ୍ନ ?

130 / 182

ସମାସ ବାକ୍ୟ ନଥାଇ ସମାସ ହେଲେ ତାକୁ କି ସମାସ କହନ୍ତି ?

131 / 182

ଅବ୍ୟୟପଦ ପୂର୍ବପଦ ରୂପେ ରହି ଅନ୍ୟପଦ ସହିତ ସମାନ ହେଲେ ଓ ଅବ୍ୟୟ ପଦର ପ୍ରାଧାନ୍ୟ ଥଲେ ଯେଉଁ ସମାନ ହୁଏ ତାକୁ କ’ଣ କହନ୍ତି ?

132 / 182

ଯେଉଁ ସମାସରେ ସମସ୍ତ ପଦ ସମସ୍ୟାମାନ ପଦମାନଙ୍କ ଭିତରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ ତାକୁ କି ସମାସ କହନ୍ତି ?

133 / 182

ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତ ପଦଟି ସମାହାର ବା ସମଷ୍ଟିକୁ ବୁଝାଇ ଯେଉଁ ସମାସ ହୁଏ, ତାକୁ କ’ଣ କହନ୍ତି ?

134 / 182

ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୁଏ ତାକୁ କ’ଣ କହନ୍ତି ?

135 / 182

କାଠପୋଲ – ବ୍ୟାସ ବାକ୍ୟଟି କ’ଣ ହେବ ?

136 / 182

କଦାକାର – ଏହାର ବ୍ୟାସ ବାକ୍ୟଟି କ’ଣ ହେବ ?

137 / 182

ଯେଉଁ କର୍ମଧାରୟ ସମସାରେ ସମସ୍ତ ପଦରେ ଥ‌ିବା ମଧ୍ୟ ପଦଟି ଲୋପ ପାଏ ତାକୁ କ’ଣ କହନ୍ତି ?

138 / 182

ଉପମେୟ ପୂର୍ବପଦ ଓ ଉପମାନ ପଦପଦର ସମାସ ହେଲେ ତାକୁ କ’ଣ କହନ୍ତି ?

139 / 182

ଉପମାନ ସହିତ ସାଧାରଣ ଧର୍ମବାଚକ ଶବ୍ଦର ସମାସ ହେଲେ ତାକୁ କ’ଣ କହନ୍ତି ?

140 / 182

ଉପମେୟ ଓ ଉପମାନ ମଧ୍ୟରେ ଥିବା ସମାନ ଗୁଣ ଧର୍ମକୁ କ’ଣ କହନ୍ତି ?

141 / 182

ଯାହାକୁ ଉପମା ଦିଆଯାଏ, ତାକୁ କ’ଣ କହନ୍ତି ?

142 / 182

ଯାହା ସହିତ ଉପମା ଦିଆଯାଏ ତାକୁ କ’ଣ କହନ୍ତି ?

143 / 182

ଦୁଇଟି ବସ୍ତୁକୁ ତୁଳନା କରାଗଲେ, ତାକୁ କ’ଣ କହନ୍ତି ?

144 / 182

କର୍ମଧାରୟ ସମାସରେ କେଉଁ ପଦର ପ୍ରାଧାନ୍ୟ ରହେ ?

145 / 182

ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ହୁଏ, ତାକୁ କ’ଣ କହନ୍ତି ?

146 / 182

ପୂର୍ବପଦରେ ଥିବା ବିଭକ୍ତିରେ ଚିହ୍ନ ଲୋକ ନ ହୋଇ ଯେଉଁ ସମାସ ହୁଏ ତାକୁ କ’ଣ କହନ୍ତି ?

147 / 182

ଉପପଦ ସହିତ ଧାତୁ ନିଷ୍ପନ୍ନ ପଦର ଯେଉଁ ସମାସ ହୁଏ ତାକୁ କ’ଣ କହନ୍ତି ?

148 / 182

ହଂସଡିମ୍ବ – ଏହାର ବ୍ୟାସବାକ୍ୟ କ’ଣ ହେବ ?

149 / 182

ପଦ ଗଢିବା ପାଇଁ ଧାତୁ ନିଷ୍ପନ୍ନ ପଦ ପୂର୍ବରୁ ଯେଉଁ ପଦ ବ୍ୟବହାର କରାଯାଏ, ତାକୁ କ’ଣ କହନ୍ତି ?

150 / 182

ରାଜପୁତ୍ର – ଏହାର ବ୍ୟାସବାକ୍ୟ କ’ଣ ହେବ ?

151 / 182

୨ୟାଠାରୁ ୭ମୀ ପର୍ଯ୍ୟନ୍ତ ବିଭକ୍ତଯୁକ୍ତ ବିଶେଷ୍ୟ ପଦ ସହିତ ବିଶେଷ୍ୟ କିମ୍ବା ବିଶେଷଣ ପଦର ସମାସ ହେଲେ ତାକୁ କି ସମାସ କହନ୍ତି ?

152 / 182

ରାମ ଓ ଶ୍ୟାମ = ରାମଶ୍ୟାମ – ଏଥରେ ରାମଶ୍ୟାମ କି ପଦ ?

153 / 182

ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢାଯାଏ ତାକୁ କ’ଣ କହନ୍ତି ?

154 / 182

ଯେଉଁ ପଦଗୁଡିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ତାକୁ କ’ଣ କହନ୍ତି ?

155 / 182

ସମାସରେ ପଦଗୁଡିକ ମିଳିତ ହେବା ପରେ ଯେଉଁ ପଦ ସୃଷ୍ଟି ହୁଏ ତାକୁ କ’ଣ କହନ୍ତି ।

156 / 182

ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧ୍ଵକ ପଦକୁ ଏକପଦ କରିବାର ନିୟମକୁ କ’ଣ କୁହାଯାଏ ?

157 / 182

ସମାସ ଫଳରେ ବାକ୍ୟର କି ପରିବର୍ତ୍ତନ ଘଟେ ?

158 / 182

‘ଘରମୁହାଁ’ – ଏହି ପଦଟିର ବ୍ୟାସବାକ୍ୟ କ’ଣ ହେବ ?

159 / 182

'ପଶ୍ଚାତ୍ ଗମନ’ – ଏହାର ସମସ୍ତ ପଦ କ’ଣ ହେବ ?

160 / 182

‘ପଥମାନଙ୍କର ରାଜା’ – ଏହାର ସମସ୍ତ ପଦଟି କ’ଣ ?

161 / 182

ସମାସ ନିଷ୍ପନ୍ନ ପଦକୁ କ’ଣ କୁହାଯାଏ ?

162 / 182

‘ଘରମୁହାଁ’ ଏହାର ବ୍ୟାସବାକ୍ୟ କ’ଣ ହେବ ?

163 / 182

‘ଘନଶ୍ୟାମ’– ଏହାର ବିଗ୍ରହବାକ୍ୟ କ’ଣ ହେବ ?

164 / 182

ନିମ୍ନୋକ୍ତ ମଧ୍ଯରୁ କିଏ ତୃତୀୟା ତତ୍‌ପୁରୁଷ ସମାସର ଏକ ଉଦାହରଣ ଅଟେ ।

165 / 182

କର୍ମଧାରୟ ସମାସର ସମସ୍ତପଦରେ କେଉଁ ପଦର ଅର୍ଥର ପ୍ରାଧାନ୍ୟ ରହେ ?

166 / 182

ଯେଉଁ ସମାସର ସମସ୍ତପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ ତାକୁ କି ସମାସ କୁହାଯାଏ ?

 

167 / 182

. ‘ ରୁଦ୍ରସୁନ୍ଦର’ - ବ୍ୟାସ ବାକ୍ୟ କ’ଣ ହେବ ?

168 / 182

'ସପରିବାର’ - ଏହା କି ସମାସ ଅଟେ ?

169 / 182

ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇ ସମାସ ହେଲେ ତାହା କି ସମାସ ହୁଏ ?

170 / 182

ବିଗତ ହୋଇଛି ଧବ ଯାହାର – ଏକପଦରେ ପ୍ରକାଶ କର।

171 / 182

ନିମ୍ନୋକ୍ତ ମଧ୍ଯରୁ ଭିନ୍ନ ଧର୍ମୀ ଶବ୍ଦଟି କିଏ ?

172 / 182

ଏମାନଙ୍କ ମଧ୍ୟରୁ କିଏ ବହୁବ୍ରୀହି ସମାସ ଅଟେ ?

173 / 182

‘ସଜ୍ଜନ’ – ଏହା କେଉଁ ସମାସ ଅନ୍ତର୍ଗତ ?

174 / 182

. ନିମ୍ନୋକ୍ତ ମଧ୍ୟରୁ ଅଲଗା ଶବ୍ଦଟିକୁ ବାଛ ।

175 / 182

ପ୍ରତିପକ୍ଷ’ – ଏହାର ବ୍ୟାସବାକ୍ୟ କ’ଣ ?

176 / 182

ନିମ୍ନୋକ୍ତ ମଧ୍ଯରୁ କିଏ ନିତ୍ୟ ସମାସ ଅଟେ ?

177 / 182

‘ବିରୂପ ଅକ୍ଷି ଯାହାର’ – ଏହାର ସମସ୍ତ ପଦଟି କ’ଣ ?

178 / 182

. ‘ ଏକବାଗିଆ’ – ଏହା କି ସମାସ ଅଟେ ?

179 / 182

ନିମ୍ନୋକ୍ତ ମଧ୍ଯରୁ କିଏ ଦ୍ବିଗୁ ସମାସ ନୁହେଁ ?

180 / 182

ଧର୍ମର୍ଥକାମମୋକ୍ଷ’ – ଏହା କେଉଁ ସମାସର ଅନ୍ତର୍ଭୁକ୍ତ ଅଟେ ?

181 / 182

‘ଉଚ୍ଚ ମନ ଯାହାର’ – ଏହାର ସମସ୍ତ ପଦଟି କ’ଣ ?

182 / 182

‘ ପଞ୍ଚଗବ୍ୟ’ – ଏହା କି ସମାସ ଅଟେ ?

Your score is

The average score is 44%

0%

 

 

 

 

Read Also : 

Odisha GK Mock Test

कैथरीन ट्रेसा की आयु, परिवार, ऊंचाई, पति, सिनेमा, जीवनी(Catherine Tresa’s Age, Family, Height, Husband, Movies, Biography)

 

 

Leave a Comment

Your email address will not be published. Required fields are marked *

Scroll to Top