ODIA GRAMMAR: KRIYA BISESANA, ଓଡ଼ିଆ ବ୍ୟାକରଣ: କ୍ରିୟା ବିଶେଷଣ

ODIA GRAMMAR: KRIYA BISESANA, ଓଡ଼ିଆ ବ୍ୟାକରଣ: କ୍ରିୟା ବିଶେଷଣ

 

 

 

Whatsapp Group
Telegram channel

ODIA GRAMMAR: KRIYA BISESANA, ଓଡ଼ିଆ ବ୍ୟାକରଣ: କ୍ରିୟା ବିଶେଷଣ

1 / 15

କେଉଁଟି ପଦର ଦୁଇଥର ବ୍ୟବହାର ଦ୍ବାରା କ୍ରିୟା ବିଶେଷଣ ?

2 / 15

କେଉଁଟି ତୃତୀୟା ବିଭକ୍ତି ଯୋଗରେ କ୍ରିୟା ବିଶେଷଣ ?

3 / 15

କ୍ରିୟାର କ’ଣ ପ୍ରକାଶ କଲେ କ୍ରିୟା ବିଶେଷଣ ହୁଏ ?

4 / 15

ଗାନ୍ଧିଜୀ ନିରାଡ଼ମ୍ବର ଭାବରେ ଚଳୁଥିଲେ। - କେଉଁଟି କ୍ରିୟା ବିଶେଷଣ ?

5 / 15

ଯେଉଁ ପଦ କ୍ରିୟାର ଗୁଣ ବା ଅବସ୍ଥା ପ୍ରକାଶ କରେ, ତାହାକୁ କ’ଣ କୁହାଯାଏ ?

6 / 15

ବଡ଼କାମ ଅନ୍ଵେଷରେ ସାଧୁତ ହୁଏ ନାହିଁ। - କେଉଁଟି କ୍ରିୟା ବିଶେଷଣ ?

7 / 15

ଚଞ୍ଚଳା ...... ନାଚିଲା। କ୍ରିୟା ବିଶେଷଣ ଦେଇ ଶୂନ୍ୟସ୍ଥାନ ପୂରଣ କର।

8 / 15

‘ହାତୀ ଝୁଲିଝୁଲି ଚାଲେ’ - ଏହି ବାକ୍ୟରେ କେଉଁଟି କ୍ରିୟା ବିଶେଷଣ ?

9 / 15

କେଉଁଟି ଅବ୍ୟୟ ପଦ ଦ୍ବାରା କ୍ରିୟା ବିଶେଷଣର ବ୍ୟବହାର ହୋଇଛି ?

10 / 15

ନମ୍ରତାର ସହିତ କଥା କୁହ। ଏହା ବାକ୍ୟରେ କେଉଁଟି କ୍ରିୟା ବିଶେଷଣ ?

11 / 15

କେଉଁଟି ଅସମାପିକା କ୍ରିୟାର ଦ୍ବିରୁକ୍ତି ଦ୍ଵାରା କ୍ରିୟାବିଶେଷଣର ବ୍ୟବହାର ହୋଇଛି ?

12 / 15

କେଉଁଟି ପଦର ଦୁଇଥର ବ୍ୟବହାର ଦ୍ବାରା କ୍ରିୟା ବିଶେଷଣ ?

13 / 15

‘ ପବନ ବେଗରେ ବହୁଛି’ - ଏହି ବାକ୍ୟରେ ‘ବେଗରେ’ କେଉଁ ବିଭକ୍ତିରେ କ୍ରିୟା ବିଶେଷଣ ହୋଇଛି ?

14 / 15

ଧୈର୍ଯ୍ୟ ସହକାରେ ଅପେକ୍ଷା କର । ଏହି ବାକ୍ୟରେ କେଉଁଟି କ୍ରିୟା ବିଶେଷଣ ?

15 / 15

କେଉଁଟି କ୍ରିୟା ବିଶେଷଣ ନୁହେଁ ?

Your score is

The average score is 55%

0%


 

Read Also :  

Odisha GK Mock Test 

Ravichandran Aswini Height, Age, Girlfriend, Family, Biography & More

 

 

 

Leave a Comment

Your email address will not be published. Required fields are marked *

Scroll to Top