ODIA GRAMMAR: KALA, ଓଡ଼ିଆ ବ୍ୟାକରଣ: କାଳ

ODIA GRAMMAR: KALA, ଓଡ଼ିଆ ବ୍ୟାକରଣ: କାଳ 

 

 

 

Whatsapp Group
Telegram channel

ODIA GRAMMAR: KALA, ଓଡ଼ିଆ ବ୍ୟାକରଣ: କାଳ

1 / 20

‘ ଅତୀତ କାଳ’ର ଅନ୍ୟନାମ କ’ଣ ?

2 / 20

ବର୍ତ୍ତମାନ କାଳ କେତେ ଭାଗରେ ବିଭକ୍ତ ?

3 / 20

ଅତୀତ କାଳ କେତେ ଭାଗରେ ବିଭକ୍ତ ?

4 / 20

ଭବିଷ୍ୟତ କାଳ କେତେ ଭାଗରେ ବିଭକ୍ତ ?

5 / 20

କାଳ କେତେ ପ୍ରକାରରେ ବିଭକ୍ତ ?

6 / 20

କ୍ରିୟା ଘଟିବା ସମୟକୁ କ’ଣ କୁହାଯାଏ ?

7 / 20

ଯେଉଁ କ୍ରିୟା ଦ୍ଵାରା କାର୍ଯ୍ୟ ଭବିଷ୍ୟତ କାଳରେ ହେବ ବୋଲି ଜଣାଯାଏ, ତାହାକୁ କେଉଁ କାଳ କୁହାଯାଏ ?

8 / 20

ଯେଉଁ କ୍ରିୟା ଦ୍ଵାରା କାର୍ଯ୍ୟ ବର୍ତ୍ତମାନ ସମୟରେ ଘଟୁଥୁବା ଜଣାଯାଏ, ତାହାକୁ କେଉଁ କାଳ କୁହାଯାଏ ?

9 / 20

ଯେଉଁ କ୍ରିୟା ଦ୍ୱାରା କାର୍ଯ୍ୟ ଅତୀତ ସମୟରେ ଘଟିଥିବା ଜଣାଯାଏ, ତାହାକୁ କେଉଁ କାଳ କୁହାଯାଏ ?

10 / 20

ତୁମେ ଶୋଇପଡ଼। ‘ଶୋଇପଡ଼’ ଲାଗିଲେ କେଉଁ କାଳ ହୁଏ ?

11 / 20

ସେ ଘରକୁ ଯାଉ। ‘ ଯାଉ’ କେଉଁ କାଳରେ ବ୍ୟବହୃତ ?

12 / 20

କ୍ରିୟାରେ ଲ, ଲା, ଲି ଲାଗିଲେ କେଉଁ କାଳ ହୁଏ ?

13 / 20

କ୍ରିୟାରେ ଛ, ଛା, ଛି ବ୍ୟବହାର ହେଲେ କେଉଁ କାଳ ହୁଏ ?

14 / 20

କ୍ରିୟାରେ ବ, ବା, ବି ଲାଗିଲେ କେଉଁ କାଳକୁ ବୁଝାଏ ?

15 / 20

‘ ବର୍ଷାହେଲେ ବହୁତ ଧାନ ଫଳନ୍ତା ?” ଏହା କେଉଁ ପ୍ରକାର ଭବିଷ୍ୟତ କାଳ ?

 

 

16 / 20

ରବିବାର ଦିନ କଟକରେ ସଭା ହୋଇଥିବ । ଏହା କେଉଁ କାଳରେ ଅଛି ?

17 / 20

‘ ସୂର୍ଯ୍ୟ ସକାଳେ ଉଦିତ ହୁଅନ୍ତି’ - ଏହା କେଉଁ ପ୍ରକାର ବର୍ତ୍ତମାନ କାଳ ?

18 / 20

‘ ଏଣିକି ପ୍ରତି ଶନିବାର ଦିନ ଛାତ୍ର ସଭା ବସିବ’ - ଏହା କେଉଁ କାଳରେ ଅଛି ?

19 / 20

‘ ପିଲାଏ ଖେଳୁଥାଆନ୍ତେ’ – ଏହା କେଉଁ କାଳରେ ଅଛି ?

20 / 20

‘ରାମ ଏହିକ୍ଷଣି ଗ୍ରାମରୁ ଆସିଲା’ ଏହା କେଉଁ ପ୍ରକାର ଅତୀତ ?

Your score is

The average score is 64%

0%

 

 

 

 

Read Also :

Odisha GK Mock Test

Ravichandran Aswini Height, Age, Girlfriend, Family, Biography & More

 

 

Leave a Comment

Your email address will not be published. Required fields are marked *

Scroll to Top