Odia Grammar: Bisesya, ଓଡ଼ିଆ ବ୍ୟାକରଣ: ବିଶେଷ୍ୟ

Odia Grammar: Bisesya(ଓଡ଼ିଆ ବ୍ୟାକରଣ: ବିଶେଷ୍ୟ)

Odia Grammar: Bisesya, ଓଡ଼ିଆ ବ୍ୟାକରଣ: ବିଶେଷ୍ୟ

 

 

Whatsapp Group
Telegram channel

Oia Grammar: Bisesya(ଓଡ଼ିଆ ବ୍ୟାକରଣ: ବିଶେଷ୍ୟ)

1 / 34

କେଉଁଟି ବିଶେଷ୍ୟ ପଦ ?

2 / 34

ବିଶେଷ୍ୟ ପଦଗୁଡ଼ିକ ବାକ୍ୟରେ ମୁଖ୍ୟତଃ କେଉଁ ଭାବରେ ବ୍ୟବହୃତ ହୁଏ ?

3 / 34

ଅଗଣନୀୟ ବିଶେଷ୍ୟର ଲକ୍ଷଣ କ’ଣ ?

4 / 34

ନିମ୍ନୋକ୍ତମାନଙ୍କ ମଧ୍ୟରୁ କେଉଁଟି ମୂଇଁବାଚକ ବିଶେଷ୍ୟ ?

5 / 34

କ୍ରିୟାବାଚକ ବିଶେଷ୍ୟର ସଂଜ୍ଞା କ’ଣ ?

6 / 34

ଲୁହା ଏକ ଦରକାରୀ ଧାତୁ - ଏହା କି ପ୍ରକାର ବିଶେଷ୍ୟ ?

7 / 34

ଘଣ୍ଟଶିଳା ଶିଖେ ଚାହିଁ ସେ କହାନ୍ତ ଦିଅରେ ମେଲାଣି ମୋତେ - ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ?

8 / 34

ନାମବାଚକ ବିଶେଷ୍ୟକୁ ଅନ୍ୟ କେଉଁ ନାମରେ ଅବିହିତ କରାଯାଏ ?

9 / 34

ଉତ୍ତମ ଶିକ୍ଷକମାନେ ରାଜ୍ୟ ଓ ଜାତୀୟ ପୁରସ୍କାର ଲାଭ କରନ୍ତି ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ?

10 / 34

ମୁଁ ହଜାରିବାଗ୍ ଜେଲ୍‌ରେ ଥାଏଁ – ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ?

11 / 34

ସାରିଆର ଗାଈଟିଏ ଥିଲା । ତା’ର ନାଁ ନେତ – ରେଖାଙ୍କିତ ପଦଦୁଇଟି କ୍ରମାନ୍ୱୟରେ କେଉଁ ପ୍ରକାର ବିଶେଷ୍ୟ ?

12 / 34

ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ପରୀକ୍ଷାରେ ଭଲ କରିଛନ୍ତି – ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାର ବିଶେଷ୍ୟ ?

13 / 34

କାଳିଦାସଙ୍କୁ ଭାରତର ସେକ୍ସପିଅର କୁହାଯାଏ – ଏହା କେଉଁ ପ୍ରକାରର ବିଶେଷ୍ୟ ?

14 / 34

ବାଳିକାମାନଙ୍କ ମଧ୍ୟରେ କଳ୍ପନା ବୁଦ୍ଧିମତୀ – ରେଖାଙ୍କିତ ପଦଦୁଇଟି କ୍ରମାନ୍ୱୟରେ କେଉଁ ପ୍ରକାର ବିଶେଷ୍ୟ ?

15 / 34

ନିମ୍ନୋକ୍ତ ମଧ୍ୟରୁ ବିଶେଷ୍ୟପଦ କେଉଁଗୁଡ଼ିକୁ ବୁଝାଇଥାଏ ?

16 / 34

ଗୁଣବାଚକ ବିଶେଷ୍ୟର ଲକ୍ଷଣ କ’ଣ ?

17 / 34

ତାକୁ ପହଁରିବା ଜଣା ନାହିଁ – ରେଖାଙ୍କିତ ଶବ୍ଦଟି କେଉଁ ପ୍ରକାରର ବିଶେଷ୍ୟ ?

18 / 34

“ ମୈତ୍ରୀ ପ୍ରୀତିରେ ମାଠିମୁଠି ଆମେ ଗଢ଼ିବୁ ଜୀବନ ଅତୁଳତୁଳ” - ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ?

19 / 34

ନିମ୍ନୋକ୍ତ ମଧ୍ୟରୁ ଅମୂର୍ଣବାଚକ ବିଶେଷ୍ୟ କେଉଁଟି ?

20 / 34

ମୂର୍ତ୍ତିବାଚକ ବିଶେଷ୍ୟ କାହାକୁ କୁହାଯାଏ ?

21 / 34

ନିମ୍ନୋକ୍ତ ମଧ୍ୟରୁ ମୂର୍ତ୍ତିବାଚକ ବିଶେଷ୍ୟ କେଉଁଟି ?

22 / 34

ଅମୂର୍ଣବାଚକ ବିଶେଷ୍ୟ କାହାକୁ କୁହାଯାଏ ?

23 / 34

ଗଣନୀୟ ବିଶେଷ୍ୟ କ’ଣ ?

24 / 34

ନିମ୍ନୋକ୍ତ ମଧରୁ କେଉଁଟି ଅଗଣନୀୟ ବିଶେଷ୍ୟ ?

25 / 34

ନିମ୍ନୋକ୍ତ ମଧ୍ୟରୁ ଅମୂଇଁବାଚକ ବିଶେଷ୍ୟ କେଉଁଟି ?

26 / 34

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଣନୀୟ ବିଶେଷ୍ୟ ?

27 / 34

ଲେଖା ସରିଲା – ରେଖାଙ୍କିତ ଶବ୍ଦଟି କି ପ୍ରକାରର ବିଶେଷ୍ୟ ?

28 / 34

ମୂଳଶବ୍ଦରେ ଅନ୍ୟ ଏକ ଶବ୍ଦ ଯୋଗ ହେଲେ ତାକୁ କି ପ୍ରକାରର ବିଶେଷ୍ୟ କହନ୍ତି ?

29 / 34

ବିଭକ୍ତିଯୁକ୍ତ ହେଲେ ବିଶେଷ୍ୟର ଆକୃତିରେ ପରିବର୍ତ୍ତନ ଘଟେ କି ?

30 / 34

ଲେଖାଯୋଖାରେ ସେ ମୋର ବାଦା ହେବେ - ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ?

31 / 34

ଲୁହ, ରକ୍ତ, ପଥର, ସୁନା, ସୁଖ – ଏମାନଙ୍କ ମଧ୍ୟରୁ ଭିନ୍ନ ବିଶେଷ୍ଯଟି କିଏ ?

32 / 34

ଯୌଗିକ ବିଶେଷ୍ୟ ଗୁଡ଼ିକ କିପରି ଲେଖାଯିବା ଉଚିତ୍?

33 / 34

ଲଢ଼େଇ, ଖେଳ, ପଢ଼ିବା, ରାନ୍ଧଣା, ଖେଳାଳୀ - ଏମାନଙ୍କ ମଧ୍ୟରୁ ଭିନ୍ନ ବିଶେଷ୍ୟଟି କ’ଣ ?

34 / 34

ନିମ୍ନୋକ୍ତ ମଧ୍ୟରୁ ଭିନ୍ନ ବିଶେଷ୍ୟକୁ ଚିହ୍ନଟ କର ।

ଗଙ୍ଗା, ଯମୁନା, ଗୋଦାବରୀଶ, କାବେରୀ, ମହାନଦୀ

Your score is

The average score is 51%

0%


 

 

 

 

 

Read Also :

Odisha GK Mock Test

Anil Kumble Height, Age, Girlfriend, Family, Biography & More

 

 

 

ଷ୍ୟ)

Leave a Comment

Your email address will not be published. Required fields are marked *

Scroll to Top