ODIA GRAMMAR: BISESANA, ଓଡ଼ିଆ ବ୍ୟାକରଣ: ବିଶେଷଣ

ODIA GRAMMAR: BISESANA,

 

 

 

Whatsapp Group
Telegram channel

ODIA GRAMMAR: BISESANA, ଓଡ଼ିଆ ବ୍ୟାକରଣ: ବିଶେଷଣ

1 / 33

କେଉଁଟି ବିଶେଷଣ ପଦ ?

2 / 33

କ୍ରିୟାବାଚକ ବିଶେଷଣ କାହାକୁ କୁହାଯାଏ ?

3 / 33

କ୍ରିୟା ବିଶେଷଣର ବିଶେଷତ୍ଵ କ’ଣ ?

4 / 33

ଖାଇ ସାରିବା ପରେ ମୁଁ ଢାଳେ ପାଣି ପିଏ – ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ?

5 / 33

ଏହା କି ପ୍ରକାରର ବିଶେଷଣ ?

6 / 33

ଗୁଣବାଚକ ବିଶେଷଣର ବିଶେଷତ୍ଵ କ’ଣ ?

7 / 33

ପଡ଼ିଆରେ କାଳୀ ଗାଈଟିଏ ଚରୁଛି - ଏହି ବାକ୍ୟରେ ବିଶେଷଣ ପଦ କେଉଁଟି ?

8 / 33

ଯେଉଁ ବିଶେଷଣ ପଦ ବିଶେଷ୍ୟପଦ ପରେ ବ୍ୟବହୃତ ହୁଏ ତାହାକୁ କ'ଣ କୁହାଯାଏ ?

9 / 33

ବିଶେଷଣ ପଦର ଲକ୍ଷଣ ଏମାନଙ୍କ ମଧ୍ୟରୁ କେଉଁଟି ?

10 / 33

ଦଦରା ନାଆଟି ନଈରେ ବୁଡ଼ିଗଲା – ଏଠାରେ ବ୍ୟବହୃତ ବିଶେଷଣ ପଦଟି କେଉଁ ପ୍ରକାରର ?

11 / 33

ବିଶେଷଣ ପଦଟି ବିଶେଷ୍ୟ ପଦର କେଉଁଠାରେ ବ୍ୟବହୃତ ହୁଏ ?

12 / 33

ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପୂର୍ବରୁ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ?

13 / 33

ବସନ୍ତ ଋତୁରେ ଦକ୍ଷିଣା ପବନ ବହେ – ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ?

14 / 33

କୌଣସି ସଂଖ୍ୟାବାଚକ ବିଶେଷଣପଦ କ୍ରମାନ୍ୱୟରେ ସବୁସଂଖ୍ୟା ବା ସମଷ୍ଟିକୁ ନ ବୁଝାଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଇଲେ ତାକୁ କି ପ୍ରକାର ବିଶେଷଣ କୁହାଯାଏ ?

15 / 33

ବୁଢ଼ୀଲୋକଟି ଶୀତରେ ଥରୁଛି - ଏଠାରେ ବ୍ୟବହୃତ ବିଶେଷଣ ପଦଟି କେଉଁ ପ୍ରକାରର ?

16 / 33

ବାରଶହ ବଢ଼େଇ ଷୋଳବର୍ଷ ଲାଗି କୋଣାର୍କ ମନ୍ଦିର ଗଢ଼ିଥିଲେ – ଏହି ବାକ୍ୟରେ ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ?

17 / 33

ରାଜ୍ୟସଭାରେ ଦୁଇଶହ ପଚାଶ ସଭ୍ୟ ଅଛନ୍ତି – ଏହି ବାକ୍ୟରେ ବିଶେଷଣ ପଦ କେଉଁଟି ?

18 / 33

ଢୋକେ ପି ଦଣ୍ଡେ ଜୀ ଅବସ୍ଥା ଆମର କେବେ ଯିବ ? – ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ?

19 / 33

ପାଣ୍ଡବମାନେ ପାଞ୍ଚଞ୍ଚ ଭାଇ ଥିଲେ। ସେମାନଙ୍କ ମଧ୍ୟରେ ଅର୍ଜୁନ ତୃତୀୟ ଭାଇ – ରେଖାଙ୍କିତ ପଦଦ୍ଵୟ କ୍ରମାନ୍ୱୟରେ କେଉଁ ପ୍ରକାରର ବିଶେଷଣ ?

20 / 33

ବିପୁଳ ଧନ ମନୁଷ୍ୟକୁ ସୁଖ ଦିଏ ନାହିଁ - ଏଠାରେ ବିଶେଷଣ ପଦଟି କେଉଁ ପ୍ରକାରର ?

21 / 33

ଦୁଜେ ମହୀରେ ବିଜେ ବରଷାକାଳ - ଏଠାରେ ବିଶେଷଣ ପଦଟି କେଉଁଟି ?

22 / 33

ଫିକା ନେଳି ରଙ୍ଗର ଗୁଡ଼ିଟି ଭଡୁଛି - ରେଖାଙ୍କିତ ପଦଟି କି ପ୍ରକାରର ବିଶେଷଣ ?

23 / 33

ଦୀପଟି ମିଞ୍ଜିମିଞ୍ଜି ଜଳୁଛି- ଏ ବାକ୍ୟରେ ବ୍ୟବହୃତ ବିଶେଷଣ କି ପ୍ରକାରର ?

24 / 33

ଘୋଡ଼ା ଚଞ୍ଚଳ ଦୌଡ଼ିପାରେ - ଏହି ବାକ୍ୟରେ ବ୍ୟବହୃତ ବିଶେଷଣ କେଉଁଟି ?

25 / 33

ନିପଟ ମଫସଲିଆ ଲୋକଟି ଠକିଗଲା - ରେଖାଙ୍କିତ ପଦଟି କି ପ୍ରକାରର ବିଶେଷଣ ?

26 / 33

ପୂଜାରୀଟି ଜଳନ୍ତା କାଠରେ କୁକୁରକୁ ପିଟିଲା - ଏହା କେଉଁ ପ୍ରକାରର ବିଶେଷଣ ?

27 / 33

ତୁଳନାତ୍ମକ ବିଶେଷଣ କହିଲେ କ’ଣ ବୁଝାଯାଏ ?

28 / 33

ଗରଜିଲା ମେଘ ବରଷେ ନାହିଁ - ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ?

29 / 33

ହିମାଳୟ ଭାରତର ଉଚ୍ଚତମ ପର୍ବତ – ଏହି ବାକ୍ୟରେ ବିଶେଷଣଟି କି ପ୍ରକାରର ବିଶେଷଣ ?

30 / 33

ଛଣ ଘର ଟାଇଲ ଘର ଠାରୁ ଥଣ୍ଡା - ରେଖାଙ୍କିତ ପଦଦ୍ଵୟ କେଉଁଧରଣର ବିଶେଷଣ ?

31 / 33

ଯେଉଁ ବାଟରେ ହେଲେ ବି ଏହି କାମଟି କର - ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ?

32 / 33

ସିଂହ ଦ୍ଵାରରେ ବେତବାଡ଼ି ବାଜିଲେ ପାତକ ଛାଡ଼ିଯାଏ – ରେଖାଙ୍କିତ ପଦଟି କେଉଁ ଧରଣର ବିଶେଷଣ ?

33 / 33

ଏପରି କଥା ମୁଁ କେବେ ଶୁଣି ନ ଥିଲି - ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ?

Your score is

The average score is 49%

0%


 

 

 

Read Also :

Odisha GK Mock Test

 

ଓଡ଼ିଆ ବ୍ୟାକରଣ: ବିଶେଷଣ

Leave a Comment

Your email address will not be published. Required fields are marked *

Scroll to Top