ODIA GRAMMAR: BARNA(ଓଡ଼ିଆ ବ୍ୟାକରଣ: ବର୍ଣ୍ଣ) Leave a Comment / By odishatutorial.com / 24 November 2023 ODIA GRAMMAR: BARNA(ଓଡ଼ିଆ ବ୍ୟାକରଣ: ବର୍ଣ୍ଣ) Whatsapp Group Join Telegram channel Join ODIA GRAMMAR: BARNA(ଓଡ଼ିଆ ବ୍ୟାକରଣ: ବର୍ଣ୍ଣ) 1 / 27ଓଡ଼ିଆ ଭାଷାରେ ............. ଟି ସ୍ବରଧ୍ବନି ରହିଅଛି ? (A) ୮ (C) 9 (B) ୫ (D) ୩ 2 / 27ସ୍ଵରବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପକୁ — କୁହାଯାଏ। (A) ଚିହ୍ନ (B) ମାତ୍ରା (C) ବର୍ଣ୍ଣ (D) ଲିପି 3 / 27‘ମାତ୍ରା’ କାହାକୁ କହନ୍ତି ? (A) ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପ (B) ସ୍ଵରବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପ (C) ବର୍ଗ୍ୟ ବ୍ୟଞ୍ଜନର ସାଙ୍କେତିକ ରୂପ (D) ଅବର୍ଗ୍ୟ ବ୍ୟଞ୍ଜନର ସାଙ୍କେତିକ ରୂପ 4 / 27ଓଡ଼ିଆରେ ସର୍ବମୋଟ ବର୍ଣ୍ଣ ସଂଖ୍ୟା କେତେ ? (A) ୪୯ (B) ୫୦ (C) ୪୮ (D) ୫୧ 5 / 27ଓଡ଼ିଆରେ କେତୋଟି ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ଅଛି ? (A) ୧୧ ଟି , ୪୯ ଟି (B) ୯ ଟି , ୪୧ ଟି (C) ୨୪ ଟି , ୨୬ ଟି (D) କୌଣସିଟି ନୁହଁ 6 / 27ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ କ’ଣ ? (A) ଭାଷା (B) ଇଙ୍ଗିତ (C) ଚିତ୍ର (D) ଇସାରା 7 / 27ସ୍ୱରବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପକୁ କ'ଣ କୁହାଯାଏ ? (A) ଚିହ୍ନ (B) ମାତ୍ରା (C) ବର୍ଣ୍ଣ (D) ଲିପି 8 / 27ଧ୍ଵନି ଓ ବର୍ଣ୍ଣ ମଧ୍ୟରେ ପାର୍ଥକ୍ୟ କ’ଣ ? (A) ଧ୍ବନି ଲିଖିତ ରୂପ କିନ୍ତୁ ବର୍ଣ୍ଣ ଯାହା ଉଚ୍ଚାରିତ (B) ଧ୍ଵନି ଓ ବର୍ଣ୍ଣ ମଧ୍ୟରେ ପାର୍ଥକ୍ୟ ନାହିଁ (C) ଧ୍ଵନି ମୁଖନିଃସୃତ କିନ୍ତୁ ବର୍ଣ୍ଣ ତାର ଲିଖିତ ରୂପ (D) ସବୁଗୁଡ଼ିକ ସତ୍ୟ 9 / 27କାହାର ସାଙ୍କେତିକ ରୂପ ନାହିଁ ? (A) ଅ (B) ଆ (C) ଇ (D) ଈ 10 / 27ଓଡ଼ିଆ ଭାଷାରେ ବ୍ୟବହୃତ ବର୍ଣ୍ଣମାଳାକୁ କେତେ ଭାଗରେ ବିଭକ୍ତ କରାଯାଏ ? (A) ଦୁଇ (B) ତିନି (C) ଚାରି (D) ପାଞ୍ଚ 11 / 27ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପକୁ କ'ଣ କୁହାଯାଏ ? (A) ଚିହ୍ନ (B) ଫଳା (C) ବର୍ଣ୍ଣ (D) ଲିପି 12 / 27ବର୍ଗ୍ୟ ବ୍ୟଞ୍ଜନକୁ କେତୋଟି ବର୍ଗରେ ବିଭକ୍ତ କରାଯାଏ ? (A) ୪ ଟି (B) ୫ ଟି (C) ୬ ଟି (D) ୩ ଟି 13 / 27ଭାଷାର ଧ୍ବନି ସଙ୍କେତଗୁଡ଼ିକ ପଦ୍ଧତିବଦ୍ଧ ହୋଇ କ’ଣ ଗଠିତ ହୁଏ ? (A) ବର୍ଣ୍ଣ (B) ଲିପି (C) ରୂପିମ (D) ଶବ୍ଦ 14 / 27ବ୍ୟଞ୍ଜନ ବର୍ଣ୍ଣ ଦୁଇ ଭାଗରେ ବିଭକ୍ତ । ସେଗୁଡ଼ିକ କ’ଣ ? (A) ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ (B) ସ୍ଵରବର୍ଣ୍ଣ ଓ ତନ୍ତ୍ରୀ ବର୍ଷ (C) ବର୍ଗ୍ୟ ବ୍ୟଞ୍ଜନ ଓ ଅବର୍ଗ୍ୟ ବ୍ୟଞ୍ଜନ (D) ବର୍ଣ୍ଣ ଓ ଲିପି 15 / 27ରୂପିମଗୁଡ଼ିକ ପଦ୍ଧତିବଦ୍ଧ ହୋଇ କ’ଣ ଗଠନ କରନ୍ତି ? (A) ରୂପିମ (B) ବାକ୍ୟ (C) ଶବ୍ଦ (D) ମାତ୍ରା 16 / 27ଭାଷାରେ ସର୍ବନିମ୍ନ ଅର୍ଥଯୁକ୍ତ ଏକକକୁ କ’ଣ କୁହାଯାଏ ? (A) ଧ୍ବନି (B) ରୂପିମ (C) ଲିପି (D) ସବୁଗୁଡ଼ିକ ଭୁଲ 17 / 27ଯେଉଁ ରୂପିମ ଅନ୍ୟ କୌଣସି ରୂପିମ ସହ ଯୁକ୍ତ ହୋଇ ଭାଷାରେ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ? (A) ମୁକ୍ତ ରୂପିମ (B) ବଦ୍ଧ ରୂପିମ (C) ଧ୍ବନି (D) ଲିପି 18 / 27‘ଫଳା’ କାହାକୁ କହନ୍ତି ? (A) ସ୍ଵରବର୍ଣ୍ଣର ସଂକ୍ଷିପ୍ତ ରୂପ (B) ବ୍ୟଞ୍ଜନ ବର୍ଣ୍ଣର ସଂକ୍ଷିପ୍ତ ରୂପ (C) ଯୁକ୍ତ ବ୍ୟଞ୍ଜନର ସଂକ୍ଷିପ୍ତ ରୂପ (D) କୌଣସିଟି ନୁହେଁ 19 / 27ଯେଉଁ ରୂପିମ ଅନ୍ୟ କୌଣସି ରୂପିମର ବିନା ସାହାଯ୍ୟରେ ବ୍ୟବହୃତ ହୋଇପାରେ, ତାହାକୁ କ’ଣ କୁହାଯାଏ ? (A) ବଦ୍ଧ ରୂପିମ (B) ମୁକ୍ତ ରୂପିମ (C) ଧ୍ବନି (D) ଲିପି 20 / 27ଅବର୍ଗ୍ୟ ବ୍ୟଞ୍ଜନରେ କେତୋଟି ବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ ? (A) ୧୧ଟି (B) ୧୪ଟି (C) ୧୩ଟି (D) ୧୫ଟି 21 / 27ଯୁକ୍ତ ବ୍ୟଞ୍ଜନର ସଂକ୍ଷିପ୍ତ ରୂପକୁ ଆମେ — କହୁ । (A) ଚିହ୍ନ (B) ମାତ୍ରା (C) ଫଳା (D) ଲିପି 22 / 27ଓଡ଼ିଆରେ ଅନୁନାସିକ ବର୍ଣ୍ଣ ସଂଖ୍ୟା କେତେ ? (A) ୧୧ଟି (B) ୫ଟି (C) ୭ଟି (D) ୩୯ଟି 23 / 27ବର୍ଗ୍ୟ ବ୍ୟଞ୍ଜନରେ କେତୋଟି ବର୍ଗ୍ୟ ବର୍ଣ୍ଣ ଅଛି ? (A) ୨୨ ଟି (B) ୨୩ଟି (C) ୨୪ଟି (D) ୨୫ଟି 24 / 27ଧ୍ଵନିର ଲିଖତ ରୂପକୁ .......... କୁହାଯାଏ। (A) ଭାଷା (B) ବାକ୍ୟ (C) ଲିପି ବା ବର୍ଣ୍ଣ (D) ଶବ୍ଦ 25 / 27କେଉଁ ବର୍ଣ୍ଣକୁ ଉପବର୍ଣ୍ଣ କୁହାଯାଏ ? (A) କ, ଖ ବର୍ଣ୍ଣକୁ (B) ପ, ଫ (C) ଡ, ଢ (D) ନ,ମ 26 / 27ପଞ୍ଜାବୀ ଭାଷାର ଲିପିର ନାମ କ’ଣ ? (A) ରୋମାନ୍ (B) ପାର୍ଶି (C) ଦେବନାଗରୀ (D) ଗୁରୁମୁଖୀ 27 / 27........... ବର୍ଣ୍ଣର ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ। (A) ଆ (B) ଅ (C) ଋ (D) ଏ Your score isThe average score is 59% 0% Restart quiz Read Also :Odisha GK Mock Test