Sandhi Odia Grammar MCQ || ସନ୍ଧି ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

Sandhi Odia Grammar MCQ || ସନ୍ଧି ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

 

 

Whatsapp Group
Telegram channel

Sandhi Odia Grammar MCQ || ସନ୍ଧି ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

1 / 123

ଭିନ୍ନ ଶବ୍ଦଟି ଅଲଗା କର ।

2 / 123

ନିମ୍ନଲିଖତ ଶବ୍ଦ ମଧ୍ଯରୁ ଭିନ୍ନଧର୍ମାକୁ ଅଲଗା କର ।

3 / 123

ମହେଶ୍ବର – ଏହା ଠିକ୍ ସନ୍ଧିବିଚ୍ଛେଦଟି କ’ଣ ହେବ ?

4 / 123

ଭିନ୍ନ ଧର୍ମୀ ଶବ୍ଦଟିକୁ ବାଛ ?

5 / 123

‘ମନଃ+କାମନା’ - ସନ୍ଧି କଲେ କ’ଣ ହେବ ?

6 / 123

ଚିର + ଉପକୃତ = ______

7 / 123

ନିମ୍ନୋକ୍ତ ମଧ୍ଯରୁ କିଏ ଏକ ସ୍ଵରସନ୍ଧି ?

8 / 123

‘ ଜଗଦୀଶ୍ଵର’ - ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

9 / 123

‘କମ୍ବଳାସନ’ - ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

10 / 123

ବୃହତ୍ + ପତି – ସନ୍ଧି କଲେ କ’ଣ ହେବ ?

11 / 123

‘ଦେବର୍ଷି’ – ଏହା କି ପ୍ରକାଣ ସନ୍ଧି ?

12 / 123

ନିମ୍ନୋକ୍ତ ମଧ୍ଯରୁ କିଏ ଏକ ବିସର୍ଗ ସନ୍ଧି ?

13 / 123

ହରି ଜଣେ ଲୋଭଶୂନ୍ୟ ମଣିଷ । ରେଖାଙ୍କିତ ଶବ୍ଦ ପାଇଁ ଏକ ସନ୍ଧି ଶବ୍ଦ ଲେଖ ।

14 / 123

ଚତୁଃ +ରୋଗ = କ’ଣ ହେବ ?

15 / 123

‘ପାବକ’ – ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

16 / 123

ଭିନ୍ନ ଶବ୍ଦଟି ଅଲଗା କର ।

17 / 123

ତଦ୍ଧିତ – ସନ୍ଧିବିଚ୍ଛେଦ କ’ଣ ହେବ ?

18 / 123

ଭିନ୍ନଧର୍ମୀ ଶବ୍ଦଟି ଅଲଗା କର ।

19 / 123

‘ନୀରବ’ – ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

20 / 123

ଅନ୍ତଃ+ହିତ - ସନ୍ଧି କଲେ କ’ଣ ହେବ ?

21 / 123

ମହର୍ଷି – ଏହା ଠିକ୍ ସନ୍ଧିବିଚ୍ଛେଦଟି କ’ଣ ହେବ ?

22 / 123

ନିମ୍ନୋକ୍ତ ମଧ୍ଯରୁ କିଏ ଏକ ବ୍ୟଞ୍ଜନ ସନ୍ଧି ?

23 / 123

ଅଲଗା ଶବ୍ଦଟିକୁ ବାଛି ଲେଖ ।

24 / 123

ଶିଷ୍ +ତ = କ’ଣ ?

25 / 123

ନିମ୍ନୋକ୍ତ ମଧ୍ଯରୁ କିଏ ଏକ ବିସର୍ଗ ସନ୍ଧି ନୁହେଁ ?

26 / 123

‘ତତୋଧିକ’ -ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

27 / 123

ବୃହତ୍ + ଝଟିକା - ସନ୍ଧି କର ।

28 / 123

‘ଧନୁଷ୍ପାଣି’ – ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

29 / 123

‘ନିଷ୍ପାପ’ – ଏହା ସହିତ କାହାର ସନ୍ଧିଗତ ସମ୍ପର୍କ ଅଛି ?

30 / 123

‘କ୍ଷୁତ୍‌ପିପାସା’ - ସନ୍ଧିବିଚ୍ଛେଦ କଲେ କ'ଣ ହେବ ?

31 / 123

‘ପରିଚ୍ଛେଦ’ – ଏହି ଶବ୍ଦ ସହିତ ସନ୍ଧିଗତ ସମ୍ପର୍କଥିବା ଶବ୍ଦଟି କିଏ ?

32 / 123

‘ପରୀକ୍ଷା’ - ଏହି ଶବ୍ଦ ସହିତ ସନ୍ଧିଗତ ସମ୍ପର୍କ ଥିବା ଶବ୍ଦକୁ ବାଛି ଲେଖ ?

33 / 123

ବିସର୍ଗ ପରେ ’ଅ’ ଭିନ୍ନ ଅନ୍ୟ ସ୍ଵରବର୍ଣ ଥିଲେ କ’ଣ ଲୋପ ହୁଏ ?

34 / 123

ନିମ୍ନୋକ୍ତ ମଧ୍ୟରୁ ଠିକ୍ ଶବ୍ଦଟି କିଏ ?

35 / 123

ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ‘ ଦୁଶ୍ଚିନ୍ତା’ ଶବ୍ଦର ଠିକ୍ ସନ୍ଧିବିଚ୍ଛେଦ ଅଟେ ?

36 / 123

ବାରଂ+ବାର = ସନ୍ଧିହେଲେ କ’ଣ ହେବ ?

37 / 123

‘ଶ୍ଵେତ + ଅମ୍ବର’ - ସନ୍ଧି କଲେ କ’ଣ ହେବ ?

38 / 123

ଗୈ+ଅକ – କ’ଣ ?

39 / 123

ନିମ୍ନୋକ୍ତ ମଧ୍ୟରୁ ଭିନ୍ନ ଧର୍ମୀ ଶବ୍ଦଟି କିଏ ?

40 / 123

ଏମାନଙ୍କ ମଧ୍ୟରୁ କିଏ ଏକ ସ୍ଵରସନ୍ଧି ନୁହେଁ ?

41 / 123

ଷଟ୍ + ଦଶ – ସନ୍ଧି କଲେ କ’ଣ ହେବ ?

42 / 123

ମନଃ + ତାପ = _________

43 / 123

ଅତଏବ – ସନ୍ଧି ବିଚ୍ଛେଦ କର ।

44 / 123

ବିସର୍ଗ ପରେ ‘ତ’ ବା ‘ଥ’ ଥିଲେ ବିସର୍ଗ ସ୍ଥାନରେ କ’ଣ ହୁଏ ?

45 / 123

ବିସର୍ଗ ପୂର୍ବରୁ ଓ ପରେ ‘ଅ’ ଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ଥିଲେ ବିସର୍ଗର କ’ଣ ହୁଏ ?

46 / 123

ଧନୁଃ + ଟଙ୍କାର - ସନ୍ଧି କର ।

47 / 123

ନିଃ + ଚୟ - ସନ୍ଧି କର ।

48 / 123

‘ର’ ଓ ‘ସ’ କାହାର ଗୋଟିଏ ଗୋଟିଏ ରୂପ ?

49 / 123

ବିସର୍ଗ ପରେ ‘ଟ’ ବା ‘୦’ ଥିଲେ ବିସର୍ଗ ସ୍ଥାନରେ କ’ଣ ହୁଏ ?

50 / 123

ବିସର୍ଗ ପରେ ‘ଚ’ ବା ‘ଛ’ ଥିଲେ ବିସର୍ଗ ସ୍ଥାନରେ କ’ଣ ହୁଏ ?

51 / 123

ବାଙମୟ – ସନ୍ଧିବିଚ୍ଛେଦ କର ।

52 / 123

ତଦ୍ + ହିତ, ସନ୍ଧିକର |

53 / 123

ଉତ୍ + ଲେଖ - ସନ୍ଧି କର ।

54 / 123

ଷଷ୍ + ଥ - ସନ୍ଧି କର ।

55 / 123

‘ତ’ ବା ‘ଦ’ ପରେ କ’ଣ ଥିଲେ ‘ତ’ ବା ‘ଦ’ ମିଶି ‘ଲ’ ହୁଅନ୍ତି ?

56 / 123

ଉତ୍ +ଡୀନ ସନ୍ଧିକର ।

57 / 123

' ତ ' ବା ' ଦ ' ପରେ ' ଜ ' ବା ' ଝ ' ଥିଲେ ' ତ ' ବା ' ଦ ' ସ୍ଥାନରେ କଣ ହେବ ?

58 / 123

‘ତ’ ବା ‘ଦ’ ପରେ ‘ଡ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ କ'ଣ ହୁଏ ?

59 / 123

ଉଜ୍ଜ୍ଵଳ - ସନ୍ଧିବିଚ୍ଛେଦ କର ।

60 / 123

ତ’ ବା ‘ଦ’ ପରେ ‘ହ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?

61 / 123

ଉଚ୍ଚାରଣ - ଶୁଦ୍ଧ ସନ୍ଧିବିଚ୍ଛେଦ ବାଛ ।

62 / 123

ନରେଶ – ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

63 / 123

‘ତ’ ବା ‘ଦ’ ପରେ ‘ଚ’ ବା ‘ଛ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ କ’ଣ ହୁଏ ?

64 / 123

ଭୌ + ଉକ = ସନ୍ଧି କଲେ କ’ଣ ହେବ ?

65 / 123

ଣିଚ୍ + ଅନ୍ତ - ସନ୍ଧି କଲେ କ’ଣ ହେବ ?

66 / 123

‘ଔ’ ପରେ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ଔ’ ସ୍ଥାନରେ କ’ଣ ହୁଏ ?

67 / 123

ପବନ – ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

68 / 123

‘ଓ’ ପରେ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ ଓ’ ସ୍ଥାନରେ କ’ଣ ହୁଏ ?

69 / 123

ନେ + ଅନ - ସନ୍ଧିକଲେ କ’ଣ ହେବ ?

70 / 123

ଗାୟକ - ସନ୍ଧିବିଚ୍ଛେଦ କଲେ କ'ଣ ହେବ ?

71 / 123

‘ଏ’ ପରେ ଅନ୍ୟ ସ୍ବରବର୍ଣ୍ଣ ଥିଲେ ‘ଐ’ ସ୍ଥାନରେ କ’ଣ ହୁଏ ?

72 / 123

ଅନୁ + ଅୟ = ସନ୍ଧିକଲେ କ'ଣ ହେବ ?

73 / 123

‘ଏ’ ପରେ ଅନ୍ୟ ସ୍ୱରବର୍ଣ୍ଣ ଥିଲେ ‘ଏ’ ସ୍ଥାନରେ କ'ଣ ହୁଏ ?

74 / 123

ଅଭ୍ୟୁଦୟ – ସନ୍ଧିବିଚ୍ଛେଦ କଲେ କ’ଣ ହେବ  ?

75 / 123

'ଉ’ ବା ‘ଊ’ ପରେ ‘ଉ’ ବା ‘ ଊ’ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ଉ’ ବା ‘ଊ’ ସ୍ଥାନରେ କ’ଣ ହୁଏ ?

76 / 123

‘ଅ’ ବା ‘ଆ’ ପରେ ‘ଓ’ ବା ‘ଔ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?

77 / 123

‘ଅ’ ବା ‘ଆ’ ପରେ ‘ଏ’ ବା ‘ଐ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି  ?

78 / 123

‘ସୂଚି + ଅଗ୍ର’ ସନ୍ଧି କଲେ କ’ଣ ହେବ ?

79 / 123

ଅତୁଳୈଶ୍ବର୍ଯ୍ୟ - ସନ୍ଧିବିଚ୍ଛେଦ କର ।

80 / 123

‘ଇ’ ବା ‘ଈ’ ପରେ ‘ଇ’ ବା’ଈ’ ଭିନ୍ନ ଅନ୍ୟ ସ୍ଵରବର୍ଣ ଥିଲେ ‘ଇ’ ବା ‘ଈ’ ସ୍ଥାନରେ କ’ଣ ହୁଏ ?

81 / 123

‘ଅ’ ବା ‘ଆ’ ପରେ ‘ର’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?

82 / 123

‘ମହେନ୍ଦ୍ର’ ଶବ୍ଦର ସନ୍ଧି ବିଚ୍ଛେଦ କର ।

83 / 123

ରାଜର୍ଷି - ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

84 / 123

‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?

85 / 123

ନବୋଢା – ସନ୍ଧିବିଚ୍ଛେଦ କ’ଣ ହେବ ?

86 / 123

ସାଧୁ + ଉଦ୍ୟମ – ସନ୍ଧି କଲେ କ’ଣ ହେବ ?

87 / 123

‘ ଅ’ ବା ‘ ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?

88 / 123

‘ଅ’ ବା ‘ ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି  ?

89 / 123

ସୁଧାକର – ଶବ୍ଦଟିର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

90 / 123

‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?

91 / 123

ନିମ୍ନୋକ୍ତ ମଧ୍ଯରୁ କିଏ ‘ସ୍ବର୍ଗତ’ ର ସନ୍ଧିବିଚ୍ଛେଦ ରୂପ ?

92 / 123

ନିମ୍ନ ପ୍ରଦତ୍ତ ଶବ୍ଦମାନଙ୍କ ମଧ୍ୟରୁ କିଏ ସ୍ଵରସନ୍ଧି ନୁହେଁ ?

93 / 123

ସନ୍ଧି କେତେ ପ୍ରକାର ?

94 / 123

ନିମ୍ନୋକ୍ତ ମଧ୍ଯରୁ ଠିକ୍ ଶବ୍ଦଟି କିଏ ?

95 / 123

ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମପଦର ମିଳନକୁ କ’ଣ କହନ୍ତି ?

96 / 123

ନିମ୍ନୋକ୍ତ ମଧ୍ଯରୁ କିଏ ଏକ ସ୍ଵରସନ୍ଧି ?

97 / 123

'ଜନୈକ’ ଶବ୍ଦର ସନ୍ଧିବିଛେଦ କଲେ କ’ଣ ହେବ ?

98 / 123

ପରୀକ୍ଷା – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

99 / 123

‘ପୁରୁଷ + ଉତ୍ତମ’ - ସନ୍ଧି କଲେ କ’ଣ ହେବ ?

100 / 123

ଅତୀବ – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

101 / 123

ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ କ’ଣ କୁହାଯାଏ ?

102 / 123

ଷୋଡଶ – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

103 / 123

ପୂର୍ବପଦର ଶେଷରେ ଥ‌ିବା ବିସର୍ଗ ସହିତ ପର ପଦର ପ୍ରଥମରେ ଥିବା ସ୍ଵରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ମିଳନକୁ କ'ଣ କହନ୍ତି ।

104 / 123

କେଉଁଟି ଠିକ୍ ?

105 / 123

ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପର ପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ଵରବର୍ଣ୍ଣ ମିଳନକୁ କ’ଣ କହନ୍ତି ?

106 / 123

କେଉଁଟି ଠିକ୍ ?

107 / 123

ମୃଣ୍ମୟ – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

108 / 123

ପରିଷ୍କାର - ସନ୍ଧି ବିଚ୍ଛେଦ କର ।

109 / 123

ଅନୁଚ୍ଛେଦ – ସନ୍ଧି ବିଚ୍ଛେଦ କଲେ କ'ଣ ହେବ ?

110 / 123

କେଉଁଟି ଠିକ୍ ?

111 / 123

ଗବାକ୍ଷ –ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

112 / 123

ନୟନ – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

113 / 123

ଜଗନ୍ନାଥ- ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

114 / 123

ପବନ –ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

115 / 123

ବାଗାଡମ୍ବର – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

116 / 123

ଅନ୍ଵେଷଣ – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

117 / 123

କେଉଁଟି ଠିକ୍ ?

118 / 123

ଭୂର୍ଦ୍ଧ୍ବ – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

119 / 123

ସ୍ଵାଗତ – ସନ୍ଧି ବିଚ୍ଛେଦ କଲେ କ’ଣ ହେବ ?

120 / 123

ଭିନ୍ନଧର୍ମୀ ଶବ୍ଦଟିକୁ ବାଛ ?

121 / 123

ଭିନ୍ନଧର୍ମୀ ଶବ୍ଦଟି କିଏ ?

122 / 123

ମନଃ + ବାଞ୍ଛା = କ’ଣ ହେବ ?

123 / 123

ଭିନ୍ନଧର୍ମୀ ଶବ୍ଦଟି କିଏ ?

Your score is

The average score is 44%

0%


 

 

Read Also :

Odisha GK Mock Test

Rohit Sharma Height, Age,Girlfriend, Wife, Children,Family, Biography & More

 

 

Leave a Comment

Your email address will not be published. Required fields are marked *

Scroll to Top