ODIA GRAMMAR: KRIYA, ଓଡ଼ିଆ ବ୍ୟାକରଣ: କ୍ରିୟା

 

ODIA GRAMMAR: KRIYA, ଓଡ଼ିଆ ବ୍ୟାକରଣ: କ୍ରିୟା

 

 

Whatsapp Group
Telegram channel

 

ODIA GRAMMAR: KRIYA, ଓଡ଼ିଆ ବ୍ୟାକରଣ: କ୍ରିୟା

1 / 45

ପିଲାଏ ଠାକୁରଙ୍କୁ ପ୍ରାର୍ଥନା କଲେ – ଏହି ବାକ୍ୟରେ ଗୌଣକର୍ମ ଚିହ୍ନାଅ ।

2 / 45

ସୁଲୁସୁଲିଆ ପବନ ବହୁଛି – ଏହି ବାକ୍ୟର କ୍ରିୟା କେଉଁପରି ?

3 / 45

ନିମ୍ନୋକ୍ତ ମଧ୍ୟରୁ ଅମିଶ୍ର କ୍ରିୟା ପଦଟି କେଉଁଟି ?

4 / 45

ବ୍ୟାକରଣ ମତରେ କର୍ମ କାହାକୁ କୁହାଯାଏ ?

5 / 45

ମିଶ୍ର କ୍ରିୟା କାହାକୁ କହନ୍ତି ?

6 / 45

ଅମିଶ୍ର କ୍ରିୟାର ସ୍ଵରୂପ କ’ଣ ?

7 / 45

ଗୋଟିଏ ସାର୍ଥକ ବାକ୍ୟରେ ଅନ୍ୟୁନ କେଉଁପଦ ରହିବା ଜରୁରୀ ?

8 / 45

ନିମ୍ନୋକ୍ତ ମଧ୍ୟରୁ ତଦ୍‌ଭବ ଧାତୁ କେଉଁଟି ?

9 / 45

“ ତତ୍ ଭବ ଧାତୁ” କାହାକୁ କୁହାଯାଏ ?

10 / 45

ପୁରୁଷ ଓ ବଚନ ଅନୁସାରେ କ୍ରିୟାପଦର ଶେଷରେ ନିର୍ଦ୍ଦିଷ୍ଟ ବର୍ଣ୍ଣ ବା ବର୍ଣ୍ଣର ସମଷ୍ଟିକୁ କ’ଣ କୁହାଯାଏ ?

11 / 45

କ୍ରିୟା କାହାକୁ କହନ୍ତି ?

12 / 45

ଧାତୁ କାହାକୁ କୁହାଯାଏ ?

13 / 45

କ୍ରିୟାବାଚକ ବିଶେଷ୍ୟ କିପରି ସୃଷ୍ଟି ହୁଏ ?

14 / 45

କ୍ରିୟା ପଦର ବାକ୍ୟର କି ଭୂମିକା ଥାଏ ?

15 / 45

‘ଖାଇବି’, ‘ଖାଉଛି’ ପ୍ରଭୃତି କ୍ରିୟାର ଧାତୁରୂପ କ’ଣ ?

16 / 45

କ୍ରିୟାପଦ ଗଠନର ସୂତ୍ର ନିମ୍ନୋକ୍ତ ମଧ୍ୟରୁ କେଉଁଟି ?

17 / 45

ନିମ୍ନୋକ୍ତ ମଧ୍ଯରୁ କ୍ରିୟାବାଚକ ବିଶେଷ୍ୟର ବୈଶିଷ୍ଟ୍ୟ କେଉଁଟି ?

18 / 45

ପ୍ରତ୍ୟେକ ବଚନ ଓ ପ୍ରତ୍ୟେକ ପୁରୁଷ ଅନୁସାରେ କ୍ରିୟାପଦରୂପ କିପରି ହୋଇଥାଏ ?

19 / 45

ଧାତୁସହିତ ଅନ୍ୟୂନ କେତୋଟି ବିଭକ୍ତିକୁ ଯୋଗ କରାଯାଇ କ୍ରିୟାପଦ ଗଠିତ ହୁଏ ?

20 / 45

ଉତ୍ପତ୍ତି ଅନୁଯାୟୀ ଓଡ଼ିଆ ଭାଷାରେ କେତେ ପ୍ରକାର ଧାତୁ ବ୍ୟବହୃତ ହୋଇଥାଏ ?

21 / 45

ବୈଦେଶିକ ଭାଷାରୁ ଆସି ଓଡ଼ିଆରେ ପ୍ରଚଳିତ ଧାତୁଗୁଡ଼ିକୁ କେଉଁ ଶ୍ରେଣୀଭୁକ୍ତ କରାଯାଏ ?

22 / 45

“ତତ୍ସମ ଧାତୁ” କାହାକୁ କୁହାଯାଏ ?

23 / 45

ଶୁଦ୍ଧ ଓଡ଼ିଆ ଧାତୁ କେଉଁ ନାମରେ ନାମିତ ?

24 / 45

ଧାତୁରେ ‘ଆ’ ପ୍ରତ୍ୟୟ ଯୋଗ ହୋଇ ଯେଉଁ ଧାତୁ ଗଠିତ ହୁଏ, ତାହାକୁ କ’ଣ କହନ୍ତି ?

25 / 45

ନିମ୍ନୋକ୍ତ ମଧ୍ୟରୁ ତତ୍ସମ ଧାତୁ କେଉଁଟି ?

26 / 45

ଯେଉଁ କ୍ରିୟାପଦ ବିଶେଷ୍ୟ ବା ବିଶେଷଣକୁ ଆଧାର କରି ଗଠିତ ହୁଏ, ତାହାକୁ କ’ଣ କୁହାଯାଏ ?

27 / 45

ନିମ୍ନୋକ୍ତ ଧାତୁ ମଧ୍ୟରୁ କେଉଁଟି ଭିନ୍ନ ?
ଚଳ, ଭାଷା, ଶୁଣ୍, ହସ୍

28 / 45

ଯେଉଁ କ୍ରିୟାଦ୍ଵାରା ବାକ୍ୟ ସମାପ୍ତ ହୁଏ, ତାହାକୁ କ’ଣ କୁହାଯାଏ ?

29 / 45

ନାମଧାତୁଗୁଡ଼ିକୁ ପ୍ରାୟତଃ କେଉଁ ପ୍ରକାର କ୍ରିୟାଭୁକ୍ତ କରାଯାଏ ?

30 / 45

ନିମ୍ନୋକ୍ତ ମଧ୍ଯରୁ ଅସମାପିକା କ୍ରିୟାର ସଂଜ୍ଞା କେଉଁଟି ?

31 / 45

ବାକ୍ୟରେ କ୍ରିୟାପଦ କାହା ଅନୁସାରେ ପରିବର୍ତ୍ତିତ ହୁଏ?

32 / 45

ନିମ୍ନୋକ୍ତ ମଧ୍ୟରୁ ଅସମାପିକା କ୍ରିୟାର ଲକ୍ଷଣ କେଉଁଟି ନୁହେଁ ?

33 / 45

ନିମ୍ନୋକ୍ତ ମଧରୁ ମିଶ୍ର କ୍ରିୟାପଦଟି କେଉଁଟି ?

34 / 45

ସେ ହସିକରି କଥାବାର୍ତ୍ତା ହେଲେ – ଏଠାରେ ଅସମାପିକା କ୍ରିୟାପଦ ଚିହ୍ନାଅ ?

35 / 45

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭିନ୍ନ ?
ଗ୍ରହଣକରିବା, ବିଦାୟ ଦେବା, ଆଦାୟ କରିବା, ହଳ କରିବା,
ଶ୍ରବଣ କରିବା

36 / 45

ନିମ୍ନୋକ୍ତ ମଧ୍ୟରୁ ଯୌଗିକ କ୍ରିୟାର ଲକ୍ଷଣ କେଉଁଟି ?

37 / 45

ନିମ୍ନୋକ୍ତ ମଧ୍ଯରୁ କେଉଁଟି ଭିନ୍ନ ଚିହ୍ନାଅ ?
ବାଟିଛ, ଟାଳିବ, ଉଇଁବ, କୁଟିଲା, ଚଳିବା

38 / 45

ଯେଉଁ କ୍ରିୟା ଦୁଇଟି କର୍ମ ଗ୍ରହଣ କରିଥାଆନ୍ତି ତାହାକୁ କ’ଣ କୁହାଯାଏ ?

39 / 45

ସକର୍ମକ କ୍ରିୟାର ବିଶେଷତ୍ଵ କ’ଣ ?

40 / 45

ପିଲାଏ ପ୍ରାର୍ଥନା କରୁଛନ୍ତି - ଏହି ବାକ୍ୟର କ୍ରିୟା କେଉଁପରି ?

41 / 45

ଯେଉଁ କ୍ରିୟାପଦର କର୍ମ ନ ଥାଏ, ତାହାକୁ କ’ଣ କୁହାଯାଏ ?

42 / 45

କାହାକୁ ଲଗାଇ ପ୍ରଶ୍ନ କଲେ ଯେଉଁ ଉତ୍ତର ଆସିବ, ତାହାକୁ କେଉଁ କର୍ମ କୁହାଯାଏ ?

43 / 45

ସେହି ଦୁଇଟି କର୍ମକୁ କେଉଁପରି ନାମିତ କରାଯାଏ ?

44 / 45

ଶିକ୍ଷକ ଗୀତାକୁ ବହିଟିଏ ଦେଲେ - ଏହି ବାକ୍ୟରେ ମୁଖ୍ୟକର୍ମ ଚିହ୍ନାଅ ।

45 / 45

କ’ଣ ଲଗାଇ ପ୍ରଶ୍ନ କଲେ ଯେଉଁ ଉତ୍ତର ଆସିବ, ତାହାକୁ କେଉଁ କର୍ମ କୁହାଯାଏ ?

Your score is

The average score is 46%

0%

 

 

 

 

 

 

 

 

Read Also : 

Odisha GK Mock Test

Ishan Kishan Height, Age, Girlfriend, Family, Biography & More

 

 

 

 

 

Leave a Comment

Your email address will not be published. Required fields are marked *

Scroll to Top