ODIA GRAMMAR: BARNA(ଓଡ଼ିଆ ବ୍ୟାକରଣ: ବର୍ଣ୍ଣ)

ODIA GRAMMAR: BARNA(ଓଡ଼ିଆ ବ୍ୟାକରଣ: ବର୍ଣ୍ଣ)

 

 

 

Whatsapp Group
Telegram channel

ODIA GRAMMAR: BARNA(ଓଡ଼ିଆ ବ୍ୟାକରଣ: ବର୍ଣ୍ଣ)

1 / 27

ଓଡ଼ିଆ ଭାଷାରେ ............. ଟି ସ୍ବରଧ୍ବନି ରହିଅଛି ?

2 / 27

ସ୍ଵରବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପକୁ — କୁହାଯାଏ।

3 / 27

‘ମାତ୍ରା’ କାହାକୁ କହନ୍ତି ?

4 / 27

ଓଡ଼ିଆରେ ସର୍ବମୋଟ ବର୍ଣ୍ଣ ସଂଖ୍ୟା କେତେ ?

5 / 27

ଓଡ଼ିଆରେ କେତୋଟି ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ଅଛି ?

6 / 27

ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ କ’ଣ ?

7 / 27

ସ୍ୱରବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପକୁ କ'ଣ କୁହାଯାଏ ?

8 / 27

ଧ୍ଵନି ଓ ବର୍ଣ୍ଣ ମଧ୍ୟରେ ପାର୍ଥକ୍ୟ କ’ଣ ?

9 / 27

କାହାର ସାଙ୍କେତିକ ରୂପ ନାହିଁ ?

10 / 27

ଓଡ଼ିଆ ଭାଷାରେ ବ୍ୟବହୃତ ବର୍ଣ୍ଣମାଳାକୁ କେତେ ଭାଗରେ ବିଭକ୍ତ କରାଯାଏ ?

11 / 27

ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପକୁ କ'ଣ କୁହାଯାଏ ?

12 / 27

ବର୍ଗ୍ୟ ବ୍ୟଞ୍ଜନକୁ କେତୋଟି ବର୍ଗରେ ବିଭକ୍ତ କରାଯାଏ ?

13 / 27

ଭାଷାର ଧ୍ବନି ସଙ୍କେତଗୁଡ଼ିକ ପଦ୍ଧତିବଦ୍ଧ ହୋଇ କ’ଣ ଗଠିତ ହୁଏ ?

14 / 27

ବ୍ୟଞ୍ଜନ ବର୍ଣ୍ଣ ଦୁଇ ଭାଗରେ ବିଭକ୍ତ । ସେଗୁଡ଼ିକ କ’ଣ ?

15 / 27

ରୂପିମଗୁଡ଼ିକ ପଦ୍ଧତିବଦ୍ଧ ହୋଇ କ’ଣ ଗଠନ କରନ୍ତି ?

16 / 27

ଭାଷାରେ ସର୍ବନିମ୍ନ ଅର୍ଥଯୁକ୍ତ ଏକକକୁ କ’ଣ କୁହାଯାଏ ?

17 / 27

ଯେଉଁ ରୂପିମ ଅନ୍ୟ କୌଣସି ରୂପିମ ସହ ଯୁକ୍ତ ହୋଇ ଭାଷାରେ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ?

18 / 27

‘ଫଳା’ କାହାକୁ କହନ୍ତି ?

19 / 27

ଯେଉଁ ରୂପିମ ଅନ୍ୟ କୌଣସି ରୂପିମର ବିନା ସାହାଯ୍ୟରେ ବ୍ୟବହୃତ ହୋଇପାରେ, ତାହାକୁ କ’ଣ କୁହାଯାଏ ?

20 / 27

ଅବର୍ଗ୍ୟ ବ୍ୟଞ୍ଜନରେ କେତୋଟି ବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ ?

21 / 27

ଯୁକ୍ତ ବ୍ୟଞ୍ଜନର ସଂକ୍ଷିପ୍ତ ରୂପକୁ ଆମେ — କହୁ ।

22 / 27

ଓଡ଼ିଆରେ ଅନୁନାସିକ ବର୍ଣ୍ଣ ସଂଖ୍ୟା କେତେ ?

23 / 27

ବର୍ଗ୍ୟ ବ୍ୟଞ୍ଜନରେ କେତୋଟି ବର୍ଗ୍ୟ ବର୍ଣ୍ଣ ଅଛି ?

24 / 27

ଧ୍ଵନିର ଲିଖତ ରୂପକୁ .......... କୁହାଯାଏ।

25 / 27

କେଉଁ ବର୍ଣ୍ଣକୁ ଉପବର୍ଣ୍ଣ କୁହାଯାଏ ?

26 / 27

ପଞ୍ଜାବୀ ଭାଷାର ଲିପିର ନାମ କ’ଣ ?

27 / 27

........... ବର୍ଣ୍ଣର ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ।

Your score is

The average score is 59%

0%


 

 

Read Also :

Odisha GK Mock Test

 

 

 

Leave a Comment

Your email address will not be published. Required fields are marked *

Scroll to Top