ODIA GRAMMAR: ABYAYA, ଓଡ଼ିଆ ବ୍ୟାକରଣ: ଅବ୍ୟୟ

ODIA GRAMMAR: ABYAYA, ଓଡ଼ିଆ ବ୍ୟାକରଣ: ଅବ୍ୟୟ

 

 

 

Whatsapp Group
Telegram channel

ODIA GRAMMAR: ABYAYA, ଓଡ଼ିଆ ବ୍ୟାକରଣ: ଅବ୍ୟୟ

1 / 36

ପ୍ରାୟ - ଏହା କେଉଁ ଶ୍ରେଣୀର ଅବ୍ୟୟ ?

2 / 36

ଦେଶଜ ଅବ୍ୟୟ କେଉଁଠାରୁ ସୃଷ୍ଟି ହୋଇଛି ?

3 / 36

ପୁନଶ୍ଚ – ଏହା କେଉଁ ଶ୍ରେଣୀର ଅବ୍ୟୟ ?

4 / 36

ଅବିକଳ ସଂସ୍କୃତ ଭାଷାର ଅବ୍ୟୟଗୁଡ଼ିକ ଓଡ଼ିଆ ଭାଷାରେ ମଧ୍ୟ ବ୍ୟବହୃତ ହୁଏ। ସେଗୁଡ଼ିକୁ କ’ଣ କୁହାଯାଏ ?

5 / 36

ସଂଯୋଜକ ଅବ୍ୟୟ କାହାକୁ କୁହାଯାଏ ?

6 / 36

ମୂଳ ସଂସ୍କୃତ ରୂପରୁ ପରିବର୍ତ୍ତନ ଘଟି ଓଡ଼ିଆଭାଷାରେ ବ୍ୟବହୃତ ଅବ୍ୟୟଗୁଡ଼ିକୁ କ’ଣ କୁହାଯାଏ ?

7 / 36

ବିଦେଶୀଭାଷାରୁ ଆସି ଓଡ଼ିଆରେ ବ୍ୟବହୃତ ଅବ୍ୟୟଗୁଡ଼ିକୁ କ’ଣ କୁହାଯାଏ ?

8 / 36

ଆସ୍ତେ ଆସ୍ତେ – ଏହା କେଉଁ ଶ୍ରେଣୀର ଅବ୍ୟୟ ?

9 / 36

ଗୋପାଳ କେବଳ ପାଠ ପଢ଼େ ଆଉ କିଛି କରେ ନାହିଁ - ରେଖାଙ୍କିତ ପଦଟି କେଉଁ ପ୍ରକାରର ଅବ୍ୟୟ ?

10 / 36

ଆଲୋ ଆଲୋ - ଏହା କେଉଁ ଶ୍ରେଣୀର ଅବ୍ୟୟ ?

11 / 36

ଅବ୍ୟୟ ପଦଗୁଡ଼ିକ କେଉଁ ଅନୁସାରେ ପରିବର୍ତ୍ତିତ ହୁଅନ୍ତି ନାହିଁ ?

12 / 36

କହିଦେବା ଖୁବ୍ ସହଜ ଅଥଚ କାର୍ଯ୍ୟରେ ପରିଣତ କରିବା କଷ୍ଟ ଏହି ବାକ୍ୟରେ ଅବ୍ୟୟ ପଦଟି କେଉଁଟି ?

13 / 36

ମୁଁ ସ୍କୁଲକୁ ଯିବି ଏବଂ ସେଠାରେ ଚାରିଟା ପର୍ଯ୍ୟନ୍ତ ରହିବି - ରେଖାଙ୍କିତ ପଦଟି କେଉଁ ପ୍ରକାରର ଅବ୍ୟୟ ?

14 / 36

ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଭକ୍ତିସୂଚକ ଅବ୍ୟୟ ନୁହେଁ ?

15 / 36

ନିମ୍ନୋକ୍ତ ମଧରୁ ବିଯୋଜକ ଅବ୍ୟୟର ସଂଜ୍ଞା କେଉଁଟି ?

16 / 36

ପୁଅ କଟକ ଗଲା ମାତ୍ର ବାପାଙ୍କୁ ଦେଖାକଲା ନାହିଁ – “ ରେଖାଙ୍କିତ ପଦଟି କେଉଁ ପ୍ରକାରର ଅବ୍ୟୟ ?

17 / 36

ଧନ ବିନା ଚଳିବା କଷ୍ଟ – ରେଖାଙ୍କିତ ପଦଟି କେଉଁ ବିଭକ୍ତିର ଅର୍ଥ ସୂଚକ କରୁଛି ?

18 / 36

ତୁମ ଅପେକ୍ଷା ସେ ଯଥେଷ୍ଟ ଆଗୁଆ - ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?

19 / 36

କାଳେ ମେଘ ହେବ, ସେ ଛତାଟିଏ ନେଲା - ରେଖାଙ୍କିତ ପଦଟି କେଉଁ ପ୍ରକାରର ଅବ୍ୟୟ ?

20 / 36

ଉପରୋକ୍ତ ବାକ୍ୟରେ କେଉଁ ବିଭକ୍ତିର ଅର୍ଥ ସୂଚିତ ହେଉଛି ?

21 / 36

କାରଣସୂଚକ ଅବ୍ୟୟ କାହାକୁ କହିବା ?

22 / 36

ଦର୍ଶକମାନେ ଘନଘନ କରତାଳି ଦେଲେ - ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?

23 / 36

ତୁମେ ଦୋଷ କରିଛ ତେଣୁ ଭୁଲ ମାଗିବା ଉଚିତ - ରେଖାଙ୍କିତ ପଦଟି କେଉଁ ପ୍ରକାରର ଅବ୍ୟୟ ?

24 / 36

ମନଦେଇ ପଢ଼ି ନହେଲେ ପରୀକ୍ଷାରେ ଖରାପ କରିବ – ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?

25 / 36

ବୀପ୍‌ସାର୍ଥକ ଅବ୍ୟୟ କାହାକୁ କହନ୍ତି ?

26 / 36

ଯେଉଁ ଅବ୍ୟୟ ପଦ ଦ୍ବାରା ବାକ୍ୟର ବାରଣ ସୂଚିତ ହୁଏ, ତାହା କି ପ୍ରକାର ଅବ୍ୟୟ ?

27 / 36

ବିକଳ୍ପାର୍ଥକ ଅବ୍ୟୟର ସଂଜ୍ଞା କ'ଣ ?

28 / 36

ଆଲୋ ସଖି! ଆପଣା ମହତ ଆପେ ରଖି - ଏହା କେଉଁ ପ୍ରକାର ଅବ୍ୟୟ ?

29 / 36

ନ ଯିବ ଯଦି ନ କହିଲେ କେମିତି ଜାଣିବି - ରେଖାଙ୍କିତ ଶବ୍ଦଟି କେଉଁ  ପ୍ରକାର ଅବ୍ୟୟ ?

30 / 36

ହଇଲୋ ଲିଲି, ତୋ ଭାଇ କୁଆଡ଼େ ଗଲେ ? - ରେଖାଙ୍କିତ ଶବ୍ଦଟି କେଉଁ ପ୍ରକାର ଅବ୍ୟୟ ?

31 / 36

‘କ’ ବିଭାଗ ଅଥବା ‘ଖ’ ବିଭାଗରୁ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଦିଅ - ରେଖାଙ୍କିତ ପଦଟି କେଉଁ ଅବ୍ୟୟ ?

32 / 36

ବାକ୍ୟାର୍ଥକୁ କାଳ ବା ସମୟ ସୂଚକ କରି ପ୍ରକାଶ କରୁଥିବା ଅବ୍ୟୟପଦକୁ କ’ଣ କୁହାଯାଏ ?

33 / 36

ହଠାତ୍ ସେ ରାଗି ଯିବେ, ଏମିତି ଭାବି ନଥୁଲୁ – ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?

34 / 36

କାହିଁକି ଫଳାଫଳ ଜଣାଇଲ ନାହିଁ ? - ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?

35 / 36

ସର୍ବଦା ସତ କୁହ – ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?

36 / 36

ମୋ ସହିତ ତମେ ଯିବ ତ ? – ଏହି ପଦଟି କେଉଁ ପ୍ରକାର ଅବ୍ୟୟ ?

Your score is

The average score is 47%

0%

 

 

 

 

 

Read Also :

Odisha GK Mock Test

Mohmmed Shami Height, Age, Girlfriend, Family, Biography & More

 

 

Leave a Comment

Your email address will not be published. Required fields are marked *

Scroll to Top