Krudanta Odia Grammar MCQ || କୃଦନ୍ତ ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

Krudanta Odia Grammar MCQ || କୃଦନ୍ତ ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

 

 

Whatsapp Group
Telegram channel

Krudanta Odia Grammar MCQ || କୃଦନ୍ତ ଓଡ଼ିଆ ବ୍ୟାକରଣ ପ୍ରଶ୍ନ ||

1 / 104

ନିମ୍ନୋକ୍ତ ମଧ୍ଯରୁ କିଏ କୃଦନ୍ତ ପଦ ନୁହେଁ ?

2 / 104

ଏମାନଙ୍କ ମଧ୍ୟରୁ କିଏ ଏକ କୃଦନ୍ତ ଶବ୍ଦ ଅଟେ ?

3 / 104

ଭାଷାକୁ ଗତିଶୀଳ ଓ ଭାବ ପ୍ରକାଶ କରିବାରେ ସାହାଯ୍ୟ କରିବା ପାଇଁ କ'ଣ ଆବଶ୍ୟକ ହୋଇଥାଏ ?

4 / 104

ଭିନ୍ନ ଶବ୍ଦଟି ଅଲଗା କର ।

5 / 104

କେଉଁ ଶବ୍ଦଟି ‘ନ’ ପ୍ରତ୍ୟାୟାନ୍ତ ଶବ୍ଦ ?

6 / 104

କେଉଁଟି ‘ତ’ ପ୍ରତ୍ୟୟଯୁକ୍ତ ଶବ୍ଦ ନୁହେଁ ?

7 / 104

'ଇ' ପ୍ରତ୍ୟୟାନ୍ତ ଶବ୍ଦଟିକୁ ଅଲଗା କର ।

8 / 104

କେଉଁଟି ‘ ଆଣି’ ପ୍ରତ୍ୟୟାନ୍ତ ପଦ ନୁହେଁ ?

9 / 104

‘ଆ’ ପ୍ରତ୍ୟୟଯୁକ୍ତ ପଦଟିକୁ ଅଲଗା କର ।

10 / 104

କେଉଁଟି ‘ଅନ୍ତା’ ପ୍ରତ୍ୟୟଯୁକ୍ତ ପଦ ଅଟେ ?

11 / 104

‘ଶ୍ରବଣ’ - ଏହି ଶବ୍ଦରେ ଥିବା ଧାତୁଟି କ’ଣ ?

12 / 104

କେଉଁଟି ‘ଉଆଳ’ ପ୍ରତ୍ୟୟାନ୍ତ ଶବ୍ଦ ନୁହେଁ ?

13 / 104

‘ଉଆଳ’ ପ୍ରତ୍ୟାୟାନ୍ତ ଶବ୍ଦଟିକୁ ଅଲଗା କର ।

14 / 104

କେଉଁଟି ‘ଉଆ’ ପ୍ରତ୍ୟୟାନ୍ତ ଶବ୍ଦ ନୁହେଁ ?

15 / 104

ସଂସ୍କୃତ ଭାଷାରୁ ଅବିକଳ ଗୃହୀତ ନ ହୋଇ ଧାତୁରୁ ସୃଷ୍ଟ ଶବ୍ଦକୁ କ’ଣ କୁହାଯାଏ ?

16 / 104

‘ନର୍ତ୍ତକ’-ଏଥିରେ କେଉଁ ପ୍ରତ୍ୟୟ ଯୁକ୍ତ ହୋଇଅଛି ?

17 / 104

‘ତ୍ୟକ' ଧାତୁରେ କେଉଁ ପ୍ରତ୍ୟୟ ଯୁକ୍ତ ହେଲେ 'ତ୍ୟାଗ' ହେବ ?

18 / 104

“ସ୍ତାବକ’ – ଏହି ଶବ୍ଦରେ ଥିବା ଧାତୁଟି କ’ଣ ?

19 / 104

‘ଭୂ’ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କଲେ କୃଦନ୍ତ ପଦଟି ‘ଭାବୀ’ ହେବ ?

20 / 104

ନିମ୍ନୋକ୍ତ ମଧ୍ୟରୁ କେଉଁଥିଲେ 'ଅଣି' ପ୍ରତ୍ୟୟ ଯୁକ୍ତ ହୋଇଅଛି ?

21 / 104

‘ଭୟ’ - ଏହି ଶବ୍ଦରେ ଥିବା ମୂଳ ଧାତୁଟି କ'ଣ ?

22 / 104

ନିମ୍ନୋକ୍ତ ମଧ୍ୟରୁ କିଏ ‘ଭଙ୍ଗୁର’ ଶବ୍ଦରେ ବ୍ୟବହୃତ ଧାତୁ ଅଟେ ?

23 / 104

‘ପ୍ର-ବଚ୍+ତୃ' = କ'ଣ ?

24 / 104

ଉପ-କୃ + ଇନ୍ = କ'ଣ ?

25 / 104

'ରଖୁଆଳ' - ଏଥରେ ବ୍ୟବହୃତ ପ୍ରତ୍ୟୟଟି କ'ଣ ?

26 / 104

''ଶୁଧ୍" ଧାତୁରେ କେଉଁ ପ୍ରତ୍ୟୟ ଯୋଗ କଲେ ‘ଶୁଦ୍ଧ' ହେବ ?

27 / 104

'ଗଦ୍ୟ” ଏଥରେ କେଉଁ ପ୍ରତ୍ୟୟ ଯୁକ୍ତ ହୋଇ ଅଛି ?

28 / 104

କେଉଟି ‘ଅଣ’ ପ୍ରତ୍ୟୟଯୁକ୍ତ ପଦ ଅଟେ ?

29 / 104

ଭିନ୍ନ ପ୍ରତ୍ୟାୟାନ୍ତ ଶବ୍ଦଟିକୁ ଅଲଗା କର ।

30 / 104

କେଉଁଟି ‘ଭର’ ପ୍ରତ୍ୟାୟାନ୍ତ ଶବ୍ଦ ନୁହେଁ ?

31 / 104

କେଉଁଟି ‘ଅଣା’ ପ୍ରତ୍ୟୟଯୁକ୍ତ ପଦ ନୁହେଁ ?

32 / 104

‘ବହିତ୍ର’ ଏହି ଶବ୍ଦରେ କେଉଁ ପ୍ରତ୍ୟୟ ଲାଗିଛି ?

33 / 104

ନିମ୍ନଲିଖିତ ଶବ୍ଦ ମଧ୍ୟରୁ କାହାର ପ୍ରତ୍ୟୟ ଭିନ୍ନ ?

34 / 104

କେଉଁ ଶବ୍ଦଟି ସମ ପର୍ଯ୍ୟାୟର ନୁହେଁ ?

35 / 104

ଭିନ୍ନ ଶବ୍ଦଟିକୁ ଅଲଗା କର ।

36 / 104

“ସତ୍ୟବାଦୀ’ - ଏହି ଶବ୍ଦରେ କେଉଁ ପ୍ରତ୍ୟୟ ଲାଗିଛି ?

37 / 104

କେଉଁ ଶବ୍ଦରେ ‘ଧା’ ଧାତୁ ନାହିଁ ?

38 / 104

କେଉଁଟି ‘ଭକ’ ପ୍ରତ୍ୟୟାନ୍ତ ପଦ ?

39 / 104

କେଉଁଟି ‘ଅକ’ ପ୍ରତ୍ୟୟ ଯୁକ୍ତ ପଦ ଅଟେ ?

40 / 104

‘ଅ’ ପ୍ରତ୍ୟୟ ପଦଟି ବାଛି ଲେଖ ।

41 / 104

କେଉଁଟି ‘ ଅନ’ ପ୍ରତ୍ୟୟଯୁକ୍ତ ପଦ ନୁହେଁ ?

42 / 104

‘ଦୃଶ୍ୟ’

43 / 104

‘ଜ୍ଞାନୀ’

44 / 104

'ଦୃଷ୍ଟି'

45 / 104

ଭସାଣ - ଏହାର ପ୍ରକୃତି ପ୍ରତ୍ୟୟ ହେଲା-

46 / 104

'ବିଦେଶୀ'

47 / 104

‘ଆଞ୍ଚଳିକ’

48 / 104

' ଦୈହିକ '

49 / 104

‘ଦୁର୍ଲଙ୍ଘ୍ୟ’

50 / 104

‘କର୍ତ୍ତବ୍ୟ’

51 / 104

‘ବୈଜ୍ଞାନିକ’

52 / 104

‘କରଣୀୟ’

53 / 104

‘ସର୍ବାଙ୍ଗୀନ’

54 / 104

‘ତ୍ୟାଗ’

55 / 104

‘ଭାରତୀୟ’

56 / 104

‘ପାର୍ବତୀୟ’

57 / 104

‘ମାନସିକ’

58 / 104

‘ଶାରୀରିକ'

59 / 104

‘ଶୁଷ୍କ'

60 / 104

" ସ୍ତୂପୀକୃତ "

61 / 104

ପିତା - ପ୍ରକୃତି ଓ ପ୍ରତ୍ୟୟକୁ ବାଛି ଲେଖ ।

62 / 104

ତୃଷ୍ +ନ+ଆ = _____ ?

 

63 / 104

ଜି - ସନ୍ + ଆ = ---- |

64 / 104

କ୍ଷୁଦ୍ର- ପ୍ରକୃତି ପ୍ରତ୍ୟୟ କ'ଣ ହେବ ?

65 / 104

‘ଏଣି’ ପ୍ରତ୍ୟୟ ଯୁକ୍ତ ଶବ୍ଦଟିକୁ ବାଛ ।

66 / 104

କେଉଁ ‘ଉଣି' ପ୍ରତ୍ୟୟଯୁକ୍ତ ଶବ୍ଦ ନୁହେଁ ?

67 / 104

ଯେ ଶୁଣେ, ତାକୁ କ'ଣ କୁହାଯାଏ ?

68 / 104

ଯେ ଗାନ କରେ ତାକୁ କ'ଣ କୁହାଯାଏ ?

69 / 104

କେଉଁଟି କୃଦତ୍ତ ଶବ୍ଦ ନୁହେଁ ।

70 / 104

କେଉଁଟି ‘ଆଳି’ ପତ୍ୟୟ ଯୁକ୍ତ କୃଦନ୍ତ ଶବ୍ଦ ନୁହେଁ ?

71 / 104

ଭସାଣି – ଏଠାରେ ଥିବା ଧାତୁଟି ଲେଖ ।

72 / 104

_____ + ଆ = ଛଣା ।

73 / 104

_____ + ଆ = ରନ୍ଧା ।

74 / 104

ମେଦୁର – ଧାତୁଟି ଲେଖ ।

75 / 104

ହିଂସ୍ର-ଏଠାରେ ଥ‌ିବା ପ୍ରତ୍ୟୟଟି ଚିହ୍ନାଅ ।

76 / 104

ଯଜ୍ +ନ = ---- |

77 / 104

ନି------- + ତୃ = ନିୟନ୍ତୀ -ଶୂନ୍ୟସ୍ଥାନ ପୂରଣ କର ।

78 / 104

ଆର୍ଯ୍ୟ - ଏଠାରେ ଥ‌ିବା ଧାତୁଟି ଦର୍ଶାଅ ।

79 / 104

କେଉଁଟି କୃଦନ୍ତ ଶବ୍ଦ ନୁହେଁ ବାଛି ଲେଖ ।

80 / 104

ଶୀ+ଯ+ଆ = ---- |

81 / 104

ଶିଷ୍ୟ– ଧାତୁଟି ଲେଖ ।

82 / 104

କେଉଁଟି ‘ଇତ୍ର’ ପ୍ରତ୍ୟୟ ଯୁକ୍ତ ଶବ୍ଦ ଅଟେ ?

83 / 104

ଶ୍ରବଣୀୟ-ଏଠାରେ ଥିବା ଧାତୁଟି ଲେଖ ।

84 / 104

ଯାହା କରିବା ଉଚିତ୍ - ଏକପଦରେ କ’ଣ ହେବ ?

85 / 104

ମଧୁପାନ କରେ ଯେ - ଏକପଦରେ କ'ଣ ହେବ ?

86 / 104

ପକ୍ବ – ଏଠାରେ ଥିବା ଧାତୁଟି ଲେଖ ।

87 / 104

‘ଇ’ ପ୍ରତ୍ୟୟ ଯୁକ୍ତ ହୋଇଥିବା ଶବ୍ଦଟି ବାଛ ।

88 / 104

କୃଦନ୍ତ ଶବ୍ଦଟି ବାଛ ।

89 / 104

---- + ଅକ = ସ୍ତାବକ । ଶୂନ୍ୟସ୍ଥାନ ପୂରଣ କର ।

90 / 104

ଭୂଷଣ – ଏଠାରେ ଥିବା ପ୍ରତ୍ୟୟଟି ଲେଖ ।

91 / 104

ସର୍ପ –ଏଠାରେ ଥିବା ଧାତୁଟି ଲେଖ ।

92 / 104

‘ହିଂସ୍ର’- ଏଠାରେ ବ୍ୟବହୃତ ଧାତୁଟି କ’ଣ ?

93 / 104

‘ସିକ୍ତ’ ଶବ୍ଦଟିରେ ଥିବା ଧାତୁଟି କ’ଣ ?

94 / 104

---- + ନ = ପ୍ରଶ୍ନ -ଏଥିରେ ବ୍ୟବହୃତ ଧାତୁଟି କ’ଣ ?

95 / 104

‘ମୁକ୍ତି ପାଇବାର ଇଚ୍ଛା – ଏହାକୁ ଏକ ପଦରେ ପ୍ରକାଶ କଲେ କ’ଣ ହେବ ?

96 / 104

‘ସ୍ଥା’ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କଲେ କୃଦନ୍ତ ପଦଟି ସ୍ଥାୟୀ ହେବ ?

97 / 104

ସଂସ୍କୃତ ଧାତୁରୁ ସୃଷ୍ଟ କୃଦନ୍ତ ପଦକୁ କ’ଣ କୁହାଯାଏ ?

98 / 104

କେଉଁଟି କୃତ୍ ପ୍ରତ୍ୟୟାନ୍ତ ଶବ୍ଦ ନୁହେଁ ?

99 / 104

ଯେ ପାଠକରେ – ଏକ ପଦରେ ପ୍ରକାଶ କଲେ କ’ଣ ହେବ ?

100 / 104

ଗୁଣୀ – ଏଥିରେ ଥିବା ପ୍ରତ୍ୟୟଟି କିଏ ?

101 / 104

ସ୍ମରଣୀୟ- ଏଥିରେ ଥିବା ପ୍ରତ୍ୟୟଟି କିଏ ?

102 / 104

ଶାନ୍ତି - ଏହି ଶବ୍ଦରେ ଥିବା ଧାତୁଟି କିଏ ?

103 / 104

ନୂଆ ଶବ୍ଦ ଗଢିବା ପାଇଁ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୋଗ କରାଯାଏ ତାକୁ କ’ଣ କହନ୍ତି ?

104 / 104

କୃତ୍ ପ୍ରତ୍ୟୟ ଯୋଗ ହେବାଦ୍ଵାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ, ତାକୁ କ’ଣ କହନ୍ତି ?

Your score is

The average score is 42%

0%


 

Read Also : 

Odisha GK Mock Test

Mahendra Singh Dhoni Biography

 

Leave a Comment

Your email address will not be published. Required fields are marked *

Scroll to Top